News
lipub
samparksetu

ଢେଙ୍କାନାଳ ଷ୍ଟେସନ ବଜାରରେ ବ୍ରାଉନ ସୁଗାର ଜବତ !

ଗୁଇନ୍ଦା ବିଭାଗର ନିର୍ଦ୍ଦେଶରେ ଟାଉନ ଥାନା ତରଫରୁ ଷ୍ଟେସନ ବଜାର ଅଞ୍ଚଳରେ ଚଢ଼ାଉ କରାଯାଇ ୧୮ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି।

ଏହି ବ୍ୟବସାୟ ରେ ସମ୍ପୃକ୍ତ ତିନି ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଚଢ଼ାଉ ସମୟରେ ମାଜିଷ୍ଟ୍ରେଟ ଓ ସାକ୍ଷୀ ଉପସ୍ଥିତ ରହି ଚଢ଼ାଉରେ ଅଂଶ ଗ୍ରହଣ କରିଥିଲେ ।ସହରରେ ଦିନକୁ ଦିନ ବ୍ରାଉନ ସୁଗାର ବ୍ୟବସାୟ ବଢ଼ିବାରେ ଲାଗିଛି । ଦୁଇ ଦିନ ତଳେ କାମାକ୍ଷାନଗର ଅନନ୍ତ ପୁର ଗୋଡିସାହି ରେ ପୋଲିସ ଚଢ଼ାଉ କରି ଦଶ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା।

new life
You might also like
error: Content is protected !!