News
lipub
samparksetu

ବାଲ୍ୟ ବିବାହ ବନ୍ଦ କଲା ପ୍ରଶାସନ !

ସଭ୍ୟ ସମାଜ ରେ ଅସଭ୍ୟ କାମ। ଯେତେ ସଚେତନ କଲେ ମଧ୍ୟ ଲୋକମାନେ ସେହି ପୁରୁଣା ପରମ୍ପରା ଅନୁଯାୟୀ ଆଜି ମଧ୍ୟ ବାଲ୍ୟବିବାହ ପ୍ରଚଳିତ ରହିଛି।ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଆଣ୍ଠୁକୁଡା କାଟେଣୀ ପାଖ କୁମ୍ଭରୁଣୀଭାଟି ଗ୍ରାମ ରେ ଏକ ବାଲ୍ୟବିବାହ କୁ ବନ୍ଦ କରିଛି ସ୍ଥାନୀୟ ପୋଲିସ ଓ ଢେଙ୍କାନାଳ ଶିଶୁ ବିକାଶ କଲ୍ୟାଣ କମିଟି।

ଆଜି ବିବାହ ଚାଲିଥିବା ବେଳେ ଖବର ପାଇ ଗଁଦିଆ ଥାନା ଅଧିକାରୀ ବିଷ୍ଣୁ ଚରଣ ଵାରିକ ଓ ଗଁଦିଆ ଶିଶୁ ବିକାଶ ଅଧିକାରୀଣୀ ଘଟଣା ସ୍ଥଳରେ ପହଂଚି ବିବାହ କୁ ରୋକିବା ସହ ଉଭୟ ପରିବାରକୁ ବୁଝାଇଥିଲେ । ବୁଝାସୁଝା ପରେ ବିବାହ ଟି ବନ୍ଦ ହୋଇଥିଲା ।

new life
You might also like
error: Content is protected !!