News
lipub
samparksetu

ଅଶ୍ଳୀଳ ଫୋଟ ଭାଇରାଲ କରି ଯୁବକ ଗିରଫ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାନ୍ଦା ଫାଣ୍ଡି ସାନ୍ଦା ଗ୍ରାମର କୃଷ୍ଣଚନ୍ଦ୍ର ଭୁକ୍ତା ଙ୍କ ପୁଅ କାଳିଆ ଓରଫ ସୁବ୍ରତ କୁମାର ଭୁକ୍ତା(୨୭)ପାଖ ଅଞ୍ଚଳର ଏକ ଜୈନିକ ଝିଅର ଅଶ୍ଲୀଳ ଫଟୋ ଉତ୍ତୋଳନ କରି ଭାଇରାଲ କରିବା ହେଲା ମହଙ୍ଗା ।

ସୂଚନା ମୁତାବକ ଉକ୍ତ ଜୈନିକ ଝିଅର ବିବାହ ପ୍ରସ୍ତାବ ବାରମ୍ବାର ଭାଙ୍ଗିବା ସହିତ ପିଡୀତାଙ୍କୁ ବିଭିନ୍ନ ସମୟରେ ହଇରାଣ ହରକତ କରିଆସୁଥିଲା , ଏନେଇ ପିଡୀତାଙ୍କ ବାପା ଗତକାଲି ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ କୁ ଭିତ୍ତିକରି ପରଜଙ୍ଗ ଥାନା ଅଧିକାରୀ ସୈଭାଗ୍ୟ କୁମାର ସ୍ବାଇଁ ଜାଲବିଛାଇ ଅଭିଯୁକ୍ତ ସୁବ୍ରତ କୁମାର ଭୁକ୍ତା ଙ୍କୁ ଗିରଫ କରି ପରଜଙ୍ଗ ଥାନା ମାମଲା ସଂଖ୍ୟା- ୪୫ ,ଧାରା ୨୯୪,୫୦୬,୫୦୯, ଆପିସି /ଆରଡବ୍ଲୁ ସେକ୍ସନ ୬୭/୬୭(ଏ) ଆଇଟି ଆକ୍ଟ ସେକ୍ସ-୬ ମହିଳାଙ୍କୁ ଆଶଳୀନ ପ୍ରତିନିଧିତ୍ଵ ଆକ୍ଟ ୧୯୮୬ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ,ଜାମିନ ନାମଞ୍ଜୁର ହେବାରୁ କାମାକ୍ଷାନଗର ଜେଲ୍ କୁ ପଠାଇ ଦିଆଯାଇଛି ।

new life
You might also like
error: Content is protected !!