News
lipub
samparksetu

ବାପାଙ୍କୁ ହତ୍ୟା କଲା ପୁଅ !

ବାପ କୁ ହତ୍ୟା କଲା ପୁଅ, ହତ୍ୟା ପରେ ମୃତ ଦେହକୁ ପୋଡି ଦେବା ପାଇଁ ଯୋଜନା କରୁଥିବା ସମୟରେ ଘଟଣାସ୍ଥଳରେ ପହଁଚିଲା ଟାଉନ ଥାନା ପୁଲିସ। ଜାଗାବାଡ଼ି ସଂକ୍ରାନ୍ତକୁ ନେଇ ତଣ୍ଟି କାଟି ହତ୍ୟା କରିଥିବା ସୂଚନା।

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କୋରିଆଁ ଜୁଆଙ୍ଗ ବସ୍ତି କାଳିସାହି ନିକଟରେ ଘଟିଛି ଅଘଟଣ।ମୃତକ ହେଲେ ତ୍ରିଲୋଚନ ପଧାନ । ପୂର୍ବରୁ ଜାଗା ବାଡ଼ି ପାଇଁ ବାପ ପୁଅ ମଧ୍ୟରେ ଗଣ୍ଡ ଗୋଳ ଲାଗି ରହିଥିଲା । ଏହି ଘଟଣାରେ ଅଭିଯୁକ୍ତ କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଟାଉନ ଥାନା ପୁଲିସ।

new life
You might also like
error: Content is protected !!