News
lipub
samparksetu

ମଶା ଦୌରାତ୍ମ୍ୟରେ ସହରବାସୀ ଅତିଷ୍ଠ ;ଧୂଆଁ ନାହିଁ କି ତେଲ ନାହିଁ, ଖର୍ଚ୍ଚ କିନ୍ତୁ ଲକ୍ଷାଧିକ

ଢେଙ୍କାନାଳ ସହରରେ ଏମେ ମଶା ଭଣଭଣ। ରାସ୍ତାରେ ଚାଲିଲେ ବି ମଶା ଗୋଡ଼ାଇଲା ଭଳି ସ୍ଥିତି। ମଶା ନିପାତ ପାଇଁ ପୋୖରପାଳିକା ପକ୍ଷରୁ ପ୍ରତି ସଂଧ୍ୟାରେ ଧୂଆଁ ଦେବାର ବ୍ୟବସ୍ଥା କରାଯାଇଥିବା ଦାବି କରାଯାଉଛି। ମାତ୍ର ସହରରେ ମଶାଙ୍କ ସଂଖ୍ୟା ଦେଖିଲେ ମଶା ଧୂଆଁ‌ ଯୋଜନାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି।

ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ମଶା ଧୂଆଁ ଓ ତେଲ ପିକାଯାଉ ଥିବା କୁହାଯାଉଥିବା ବେଳେ ମଶା ବଂଶ ବଢି ଚାଲିବା ଘଟଣା ଯୋଜନାର ବାସ୍ତବ ସ୍ଥିତିକୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି।ଗଣ ମାଧ୍ୟମରେ ପ୍ରକାଶ ପରେ ମୁଖ୍ୟ ରାସ୍ତାରେ ଧୂଆଁ ଛାଡ଼ି ବାଃ ବାଃ ନେଉଛି ପୋୖରପାଳିକା । ଅନେକ ୱାର୍ଡ ଏବଂ ଗଳି ଭିତରେ ଦିଆଯାଉନି ତେଲ କି ଧୂଆଁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

new life
You might also like
error: Content is protected !!