ଜଳ କଷ୍ଟ ଭୋଗୁଛନ୍ତି ବାର୍ଷୀଙ୍ଗା ଜଗନ୍ନାଥପୁର ବାସିନ୍ଦା
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଅସରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାର୍ଷିଙ୍ଗା ଜଗନ୍ନାଥପୁର ସାହିରେ ୧୦୦ ରୁ ଉର୍ଦ୍ଧ୍ବ ପରିବାର ରହୁଥିବାବେଳେ ଜନସଂଖ୍ୟା ୫୦୦ ରୁ ଅଧିକ। ଏହି ୫୦୦ ଲୋକଙ୍କ ପାଇଁ ବସ୍ତିରେ ଦୁଇଟି ନଳକୂପ ଥିବାବେଳେ ବସ୍ତି!-->…