News
lipub
samparksetu

ପ୍ଲାଣ୍ଟ ଭିତରେ ଚାଲିଗଲା କାର୍ଯ୍ୟରତ ଶ୍ରମିକ ଙ୍କ ଜୀବନ

ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ ଅଧିନସ୍ଥ ମୋଟଙ୍ଗା ଥାନା ଅନ୍ତର୍ଗତ ଥିବା ଖଡଗପ୍ରସାଦ ନବ ଭାରତ ପ୍ଲାଣ୍ଟ ଭିତରେ ଜଣେ କାର୍ଯ୍ୟରତ ଶ୍ରମିକଙ୍କର ମୃତୁ ଘଟିଛି। ମୃତକ ହେଉଛନ୍ତି ମେରାମଣ୍ଡଳୀ ସ୍ଥିତ ନନ୍ଦିନୀ କଲୋନୀର ମାଧବ ବେହେରା ।

ସୂଚନା ଅନୁଯାୟୀ , ପ୍ଲାଣ୍ଟ ଭିତରେ ଶ୍ରମିକଙ୍କୁ କିଛି ସୁରକ୍ଷା ନଦେଇ ଲୁହା ପ୍ଲେଟ ଉପରକୁ ବୋହି ନେଉଥିବା ବେଳେ ତାଙ୍କର ମୁଣ୍ଡ ବୁଲାଇବାରୁ ସେ ଲୁହା ପ୍ଲେଟ ଉପରେ ପଡି ଯାଇଥିଲେ। ତାଙ୍କ ମୁଣ୍ଡରେ ଶକ୍ତ ପ୍ଲେଟର ମାଡ଼ ହୋଇଥିବାରୁ ସେହିଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

new life
You might also like
error: Content is protected !!