News
lipub
samparksetu

ନିୟୁ ଇଅର ସେ ଫୋନ କଲ

ଡାଇନିଂ ହଲ ପାର୍ଶ୍ୱରେ ଟି ପଏ ଉପରେ ଫୋନଟା ବାରମ୍ବାର ରିଙ୍ଗ ହୋଇ ବନ୍ଦ ହେଲା କିନ୍ତୁ କଲଟିକୁ କେହି ବି ଉଠେଇବାର ଆଭାସ ନଥିଲା । କିନ୍ତୁ ସ୍ୱପ୍ନାର କାନରେ ରିଙ୍ଗ ହବାର ଶବ୍ଦ ବାଜିଥିଲେ ମଧ୍ୟ କଲ ରିସିଭ କରିବାର ସତସହାସ ନଥିଲା ।ଯଦିଓ ଥରେ ଦୁଇଥର ବିଛଣା ଛାଡି ଉଠି ଆସିଛି ହେଲେ ଫୋନ…

ଜିରାଳ ମହାବିଦ୍ୟାଳୟ +୨ ଏନ୍. ଏସ. ଏସ. ୟୁନିଟ୍ ର ଶୀତ କାଳୀନ ସ୍ଵତନ୍ତ୍ର ଶିବିର ଉଦଯାପିତ

ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ମହାବିଦ୍ୟାଳୟ +୨ ଏନ୍.ଏସ୍.ଏସ୍. ୟୁନିଟ ର ଶୀତକାଳୀନ ସ୍ଵତନ୍ତ୍ର ଶିବିର ବେଢାପାଳ ଗ୍ରାମ ଠାରେ ଉଦଯାପିତ ହୋଇଯାଇଛି । ୭ ଦିନ ଧରି ଚାଲିଥିବା ଏହି ଶିବିରକୁ ଏନ୍.ଏସ.ଏସ. ସଂଯୋଜକ ଶ୍ରୀ ସୁବ୍ରତ କୁମାର ପରିଡ଼ା ପରିଚାଳନା କରୁଥିଲେ । ଏହି ଶିବିରରେ ୫୦ ଜଣ…

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଗୁରୁତର

ରାସୋଳ ଥାନା ରାସୋଳ ଗ୍ରାମ୍ୟ ବ୍ୟାଙ୍କ ନିକଟରେ ଆଜି ଅପରାହ୍ନ ରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହେଇଥିବା ଜଣା ଯାଇଛି। ଖବରରୁ ଜଣା ଯାଏ ମୋଟୋଙ୍ଗା ଥାନା ଧଳପୁର ଗ୍ରାମର ଶଶୀଭୂଷଣ ବେହେରା କୌଣସି କାମରେ ରାସୋଳ ଆସୁଥିବା ବେଳେ ଅପରପାର୍ଶ୍ବ ରୁ ଏକ ଅଜଣା ଗାଡ଼ି…

ରୋଗରୁ ମୁକ୍ତି ପାଇଁ ଚେଙ୍କ ଚିକିତ୍ସା ଘଟଣା ,ଗ୍ରାମରେ ପହଁଞ୍ଚିଲା ପୋଲିସ ,ପ୍ରଶାସନ ଓ ଡାକ୍ତର ଟିମ୍

ଅନ୍ଧବିଶ୍ୱାସ ବଶବର୍ତ୍ତୀ ହୋଇ ଅବା ପ୍ରଶାସନ ଅଭହେଳା ଯୋଗୁଁ ବିକାଶର ଧାରା ନ ପହଞ୍ଚିବା କାରଣରୁ ପେଟ ରୋଗ , ଅଣ୍ଟା ରୋଗ, ମୁଣ୍ଡ ଓ ସାପ କାମୁଣ୍ଡିବା ଓ ଝାଡା ବାନ୍ତି ରୋଗର ନିରାକରଣ ପାଇଁ କଙ୍କଡ଼ାହାଡ଼ ବ୍ଲକ୍ କୁମ୍ଭୀରୀ ମୁଣ୍ଡା ଏକ କୁଡ଼ମୀ ସଂମ୍ପ୍ରଦାୟର ଅନ୍ଧବିଶ୍ୱାସକୁ ଭରଷା କରି…

ଓ୍ଵାର୍ଡ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

ଆଜି ସକାଳ ୧୧ ଘଟିକା ସମୟରେ ଓ୍ଵାର୍ଡ ନମ୍ଵର ୧୪ ,ପୁରୁଣା ରେକୁଳା ଗାଁ ପଡିଆଠାରେ ,ଓଡ଼ିଶାରେ ଦିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଳିଷ୍ଠ ନେତୃତ୍ବରେ ଆୟୋଜିତ ହକି ବିଶ୍ଵ କପ୍ କୁ ନେଇ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ…

ମୁଁ କାହିଁକି କାନ୍ଦେ

କୋହଭରା କାନ୍ଦ କାନ୍ଦନ୍ତି ସଭିଏଁଏଇ ଛୁଟିଆ ସଂସାରେ,ବିନା କୋହରେ ମୁଁ କାହିଁକି ଯେ କାନ୍ଦେଆଜି ମୁଁ ଜାଣି ନପାରେ..! ମିଛରେ କାହିଁ ଏଠି କାନ୍ଦୁଛି ମୁହିଁକରନ୍ତି ସବୁ ବାରଣ,ମନ ବିଚଳିତ ହୁଏ ବାରମ୍ବାରଖୋଜେ ମୁଁ ବସି କାରଣ। ମନର ଯନ୍ତ୍ରଣା ମନେ ଲିଭିଯାଏପାରେନା କାହାକୁ କହି,ସବୁ…

କାମ ସାରିବାରେ ଲାଗୁନି ଲଗାମ ; ଦୀର୍ଘ ଦୁଇମାସ ହେବ ଚାଲିଛି ବିଦ୍ୟୁତକାଟ , ଅତିଷ୍ଠ ହେଲେଣି ଅଞ୍ଚଳବାସୀ

ରାସ୍ତା ପ୍ରଶସ୍ତିକରଣ ନେଇ ବିଗତ ବର୍ଷ ଡିସେମ୍ବର ମାସରୁ କଲେଜ ଛକ ଠାରୁ କୁଞ୍ଜକାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ସକାଳ ୯ ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେଉଛି । ତେବେ ଦୁଇମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶସ୍ତି କରଣ କାର୍ଯ୍ୟ ସରୁନଥିବାରୁ ଏହି ବିଦ୍ୟୁତ କାଟ…

ଆବାସ ଯୋଜନା ରୁ ବଞ୍ଚିତ ଭିନ୍ନକ୍ଷମ ଦମ୍ପତି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କୁନୂଆଁ ପଞ୍ଚାୟତ ବେଲ ବାହାଳି ଗ୍ରାମର ଏକ ଭିନ୍ନ କ୍ଷମ ଦମ୍ପତି ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ବାସ ଗୃହ ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବୀ ହୋଇଛି । ସୂଚନା ଅନୁଯାୟୀ , ବେଲବାହାଳି ଗ୍ରାମର ନିରଦ ନାଏକ ମୂକ ବଧିର ହୋଇ…
error: Content is protected !!