ଅଁଳାବେରେଣୀ ଠାରେ ଅଙ୍ଗନବାଡ଼ି କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
କାମାକ୍ଷାନଗର ଉପଖଣ୍ଡର ଅଁଳାବେରେଣୀ ଅଙ୍ଗନବାଡ଼ି କେନ୍ଦ୍ର ପରିସର ମଧ୍ୟରେ ୨୪୪ଟି କେନ୍ଦ୍ରର କର୍ମୀ ଙ୍କ ଉପସ୍ଥିତିରେ ସରକାରଙ୍କର କର୍ମୀ ଙ୍କ ପ୍ରତି ଉଦାସୀନ ମନୋଭାବ ଓ ମାନସୀକ ଯନ୍ତ୍ରଣା ମଧ୍ୟରେ ଗତି କରୁଥିବା ସଂପର୍କରେ ଆଲୋଚନା କରିଥିଲେ। ଭାରତୀୟ ମଜଦୁର ସଂଘ ଢେଙ୍କାନାଳ ଜିଲ୍ଲା!-->…