ଆବାସ ଯୋଜନା ରୁ ବଞ୍ଚିତ ଭିନ୍ନକ୍ଷମ ଦମ୍ପତି
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କୁନୂଆଁ ପଞ୍ଚାୟତ ବେଲ ବାହାଳି ଗ୍ରାମର ଏକ ଭିନ୍ନ କ୍ଷମ ଦମ୍ପତି ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ବାସ ଗୃହ ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବୀ ହୋଇଛି ।
ସୂଚନା ଅନୁଯାୟୀ , ବେଲବାହାଳି ଗ୍ରାମର ନିରଦ ନାଏକ ମୂକ ବଧିର ହୋଇ!-->!-->!-->…