News
lipub
samparksetu

ଗାଈ ଚରେଇବାକୁ କେନ୍ଦ୍ର କରି ଦଳିତ ଯୁବକକୁ ଆକ୍ରମଣ , ଥାନାରେ ଅଭିଯୋଗ

କାମାକ୍ଷାନଗର ଥାନା ଅନ୍ତର୍ଗତ ଭଣ୍ଡାରିଆ ମୌଜାରେ ଗାଈ ଚରେଇବାକୁ କେନ୍ଦ୍ରକରି ଦଳିତ ଯୁବକଙ୍କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଥିବାର ଜଣାଯାଇଛି ।ଭଣ୍ଡାରିଆ ମୌଜାରେ ଶିବଚରଣ ବେହେରା ଓ ତାଙ୍କ ପୁଅ ସଂଗ୍ରାମ ନିଜର ଗାଈ ପଲ ନେଇ ପ୍ରତ୍ୟହ ଜମିରେ ଚରାଇବାକୁ ନେଇଥାନ୍ତି । ଜମିରେ ଗାଈ

ଆଳତୁମା ଦଧିବାମନଜୀଉ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଜି ଅପରାହ୍ନ ୩ ଘଟିକା ସମୟରେ କାମାକ୍ଷାନଗର ଏନ୍.ଏ.ସି ୧୩ ନମ୍ବର ଓ୍ଵାର୍ଡ ସ୍ଥିତ ଆଳତୁମା ଦଧିବାମନଜୀଉ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚଳିତବର୍ଷର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ କାଉନସିଲର ଶ୍ରୀଯୁକ୍ତ ସଞ୍ଜୟ ପରିଡା ମୁଖ୍ୟ ଅତିଥି ଭାବରେ

ସାତମାଇଲ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ବାର୍ଷିକୋତ୍ସବ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ତ ସାତମାଇଲ ସ୍ଥିତ ଶିକ୍ଷା ବିକାଶ ସଂସ୍ଥାନ ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୨୦ ତାରିଖ ଶୁକ୍ରବାର ପ୍ରଥମ ବାର୍ଷିକୋତ୍ସବ ଖୁବ ଧୁମାଧାମରେ ପାଳିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ସୁକାନ୍ତ କୁମାର ମାଝୀ ଙ୍କ

କଟନୀ ଛଟନୀକୁ ନେଇ ଧାନ ବସ୍ତା ରଖି ପ୍ରତିବାଦ

ଢେଙ୍କାନାଳ ଜିଲ୍ଳାରେ ବିଭିନ୍ନ ମଣ୍ଡିରେ ଧାନ ବିକ୍ରୀ ସମୟରେ ଚାଷୀ ମାନଙ୍କର କଟନୀ ଛଟନୀକୁ ନେଇ ନବର୍ନିମାଣ କୃଷକ ସଙ୍ଗଠନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତାରଖି ଅଭିନବ ଉପାୟରେ ପ୍ରତିବାଦ କରାଯାଇଥିବାର ଜଣାପଡିଛି । କଟନୀ ଛଟନୀ ନିୟମରେ ନାହିଁ ବୋଲି ଯୋଗାଣ

ଜିରାଳ ମହାବିଦ୍ୟାଳୟ ରେ ଶୀତ କାଳୀନ ସ୍ଵତନ୍ତ୍ର ଶିବିର ଆରମ୍ଭ

ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ମହାବିଦ୍ୟାଳୟ +୨ ଏନ୍.ଏସ୍.ଏସ୍. ୟୁନିଟ ର ଶୀତକାଳୀନ ସ୍ଵତନ୍ତ୍ର ଶିବିର ବେଢାପାଳ ଗ୍ରାମ ଠାରେ ଉଦଘାଟିତ ହୋଇଯାଇଛି । ଉକ୍ତ କ୍ୟାମ୍ପ ଦୀର୍ଘ ୭ ଦିନ ଧରି ସେବା କାର୍ଯ୍ୟ କରିବେ ବୋଲି ଆୟୋଜକ ସୂତ୍ରରୁ ପ୍ରକାଶ । ଉକ୍ତ ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷ

ଫେବୃୟାରୀ ୮ ରୁ କାମାକ୍ଷାନଗର ମହୋତ୍ସବ

ଆଜି ଅପରାହ୍ନ ୩ ଘଟିକା ୩୦ ମିନିଟ ସମୟରେ କାମାକ୍ଷାନଗର ରେ ଆସନ୍ତା ଫେବୃୟାରୀ ୮ ରେ ହେବାକୁ ଥିବା କାମାକ୍ଷାନଗର ମହୋତ୍ସବ ପାଇଁ ବ୍ଲକ୍ ସଭା ଗୃହ ଠାରେ ମାନ୍ୟବର ଖଣି ଇସ୍ପାତ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ମହୋଦୟଙ୍କ ଅଧ୍ୟକ୍ଷତା ରେ ଏକ

ଅଚିହ୍ନା ନାୟିକା-୨

ନିତିଦିନ ପରି ଆଜି ବି ମୁଁ ଗଲିସେ ଅଚିହ୍ନା ପଥ ଦେଇ,ପ୍ରତିଦିନ ଭଳି ଅଚିହ୍ନା ପରିକାତୁମକୁ ଭେଟିବା ପାଇଁ। ତୁମକୁ ଦେଖିବାର ଆଶା ନେଇ ମୁଁଆଗକୁ ଆଗକୁ ଗଲି,ତୁମେ ଆସିଲନି ସଖି ଯେ ଆସିଲାଏକୁଟିଆ ହଲି ହଲି। ଗାଡି ଛିଡ଼ା କଲି ସଖିକୁ ଡାକିଲିକାହିଁ ଗଲେ ତୁମ ସାଥୀ..?କଣ ଭାବିଲା କେଜାଣି

୧୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ନେଇ ଫେରାର ଅର୍ଥ ଲଗାଣ କାରି ସଂସ୍ଥା !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମର ଚନ୍ଦ୍ରଶେଖର ପଟନାୟକ ନାମକ ଜନୈକ ବ୍ୟକ୍ତି ରେକୁଳା ଗ୍ରାମ ନିକଟସ୍ଥ ରାସ୍ତା କଡରେ ଏକ ପ୍ରାଇଭେଟ ଘରଭଡା ନେଇ ଟ୍ରେଡର୍ସ ଗୁରୁଜୀ ନାମକ ଅର୍ଥ ଲଗାଣ କାରି ସଂସ୍ଥା ଖୋଲି ଦୀର୍ଘ ୩ ବର୍ଷ ହେଲା ନିଜକୁ ଶାଖା ପରିଚାଳକ ଭାବରେ

ନଦୀ ଘାଟରୁ ଯୁବକଙ୍କ ଗଳିତ ଶବ ଠାବ !

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗାଙ୍ଗିଯୋଡି ବ୍ରାହ୍ମଣୀ ନଦୀ ଘାଟ ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଠାବ ହୋଇଛି । ସୁଚନା ମୁତାବକ ଆଜି ଅପରାହ୍ନ ସମୟରେ ସ୍ଥାନୀୟ ଲୋକ ନଦୀକୁ ଯିବା ବେଳେ, ଗଳିତ ଶବ ଟି ଭାସୁଥିବା ଦେଖି ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ପୋଲିସ
error: Content is protected !!