News
lipub
samparksetu

ବ୍ରାହ୍ମଣୀ ନଦୀରେ ଅଟକିଲା ଡଙ୍ଗା ,ଫସି ରହିଲେ ୧ ହଜାରରୁ ଅଧିକ ଲୋକ

ଢେଙ୍କାନାଳ ଜିଲ୍ଲା ନାଧେରା ଗାଁ ସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ ମାଆ ରାମଚଣ୍ଡୀଙ୍କ ମକର ଯାତ୍ରାକୁ ଯାଇ ଫସି ରହିଥିଲେ ହଜାର ହଜାର ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ । ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ପରଜଙ୍ଗ ଅଞ୍ଚଳର ହୋଇଥିବା ସୂଚନା । ବେଆଇନ ଡଙ୍ଗାରେ ଓଡାପଡ଼ା ବ୍ଲକ ନାଧେରା ବାଲି ପଡିଆ ଠାରୁ…

କପିଳାସ ପୀଠରେ ମହାଶିବରାତ୍ରୀ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ନିଷିଦ୍ଧ , ପାଦଦେଶରେ ସ୍ଥାପନ ହେବ ଶ୍ରୀ ଜୀଉଙ୍କ ମୂର୍ତ୍ତି

ପ୍ରଭୁ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ କପିଳାସ ପୀଠରେ ମହାଶିବରାତ୍ରୀ ଜାଗର ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଚଳିତ ବର୍ଷ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କର ଆଗମନ ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । …

ବେଶ ଧୁମଧାମ ରେ ପାଳନ ହେଲା ଟୁସୁ ପର୍ବ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅଧିନସ୍ଥ ପଞ୍ଚୁପଡା ସ୍ଥିତ ମାଣିକ ଘାଗି ଠାରେ କୁଡୁମି ସମ୍ପ୍ରଦାୟ ଙ୍କ ଟୁସୁ ପର୍ବ ବେଶ ଧୁମ ଧାମ ରେ ପାଳିତ ହୋଇଯାଇଛି । ଏହି ପର୍ବ କୁଡୁମି ସମ୍ପ୍ରଦାୟ ମାନଙ୍କ ଇଂରାଜି ନବ ବର୍ଷ ର ପ୍ରଥମ ପର୍ବ ହୋଇଥିବା ବେଳେ, ଏହାକୁ ସେମାନେ ବେଶ ଆଡମ୍ବର…

ଠିକଣା ହଜିଛି

କିଛି ଗୋଟେ କାଗଜ ନଥିପତ୍ର ଖୋଜା ଚାଲୁଥାଏ ।ଏତିକିବେଳେ ପ୍ରଧାନ ଶିକ୍ଷୟିତ୍ରୀ କହିଲେ ଆପଣ କିଛି ବ୍ୟସ୍ତ ହବାର ନାହିଁ ସେ ସବୁ ପ୍ରସ୍ତୁତ ।ଖାଲି ତାକୁନେଇ ଆଫିସ ରେ ଦେଇ ଆସିବାକୁ ହେବ । ହଁ ଟିକେ ଶୀଘ୍ର ଦେଇ ଆସିବାକୁ ହେବ ।ତୁରନ୍ତ ଦାସ ବାବୁ ଗାଡି ନେଇ ବାହାରି ପଡିଲେ…

ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଗ୍ରାମୀଣ ପାର୍କ , ଜନ ଅସନ୍ତୋଷ

ହିନ୍ଦୋଳ ଉପଖଣ୍ଡ ଦୁଦୁରକୋଟ ଗ୍ରାମପଞ୍ଚାୟତ ରେ ଆର୍ଥିକ ବର୍ଷ ୨୦୨୧-୨୨ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ୫ଲକ୍ଷ୍ୟ ଟଙ୍କା ଅଟକଳ ମୂଲ୍ୟରେ ଗ୍ରାମୀଣ ପାର୍କ ନିର୍ମାଣ ପାଇଁ ଦୁଦୁରକୋଟ ଡାକ୍ତରଖାନା ସାମ୍ନା ଲରେ ଥିବା ପଡିଆରେ ସୂଚନା ଫଳକ ଲାଗିଛି । …

ଘରୋଇ କଳହରୁ ଆତ୍ମହତ୍ୟା

ସ୍ବାମୀ ସ୍ତ୍ରୀ କଳହର କରୁଣ ପରିଣତି। ସ୍ବାମୀ ରଶି ଲଗାଇ ଆତ୍ମହତ୍ୟା କଲେ। ପରିବାର ଲୋକେ ଶବ ବ୍ୟବଚ୍ଛେଦ ନକରାଇ ଶବ ଶତ୍କାର ବେଳେ ଶବ ଜବତ କଲା ପୋଲିସ । ଘଟଣା ଘଟିଛି ଢେଙ୍କାନଳ ଜିଲ୍ଲା କାମାକ୍ଷାନଗର ଥାନା ବଡମୁକ୍ତାପଶି ଗ୍ରାମରେ। ସୁଚନା ମୁତାବକ, ଗତକାଲି ଗୁରୁତର ଗ୍ରାମର…

ଜିରାଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ବାର୍ଷିକ ଉତ୍ସବ ଅନୁଷ୍ଠିତ

କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ଜିରାଳ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ସପ୍ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏକାଦଶୀ ପତି ଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ପୂର୍ତ୍ତ ବିଭାଗ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ…

ସାପୁଆ ଡ୍ୟାମ ର ହେବ ନବକଳେବର !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ର ସାପୁଆ ଡ୍ୟାମ ର ହେବ ନବକଳେବର l ଏହାର ରୂପରେଖ ବଦଳାଇବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି l ରାଜ୍ୟ ସରକାର ଏଥିପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିବା ଜଣାପଡିଛି l ସାପୁଆ କୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ମିଳିବା ପରଠାରୁ ଏହାର ଉର୍ନ୍ନତି କରଣ…

ମକର ସଂକ୍ରାନ୍ତି

ମାଘ ମାସ କୃଷ୍ଣପକ୍ଷ ସଙ୍କରାନ୍ତି ତିଥିମକର ସଂକ୍ରାନ୍ତି ନାମେ ପାଇଛି ପ୍ରସିଦ୍ଧିସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଯେ ଆରମ୍ଭଧିରେ ଧିରେ କମିଯାଏ ଶୀତର ପ୍ରଭାବ । ଧନୁ ରାଶି ଘରୁ ରବି ମକରକୁ ଯିବେଦିନକୁ ଦିନ ଉତ୍ତାପ ବଢେଇ ଚାଲିବେଶସ୍ୟ ଅମଳେ ଏ ଘଡି ଆଣେ ସୁଖ ଶିରୀଆଧ୍ୟାତ୍ମିକ ଚେତନାରେ ହୃଦ…
error: Content is protected !!