କମଳାଙ୍ଗ ରେ ମାଘ ସପ୍ତମୀ ମେଳା ଆରମ୍ଭ
ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଗ୍ରାମରେ ପ୍ରସିଦ୍ଧ ମାଘ ସପ୍ତମୀ ମେଳା ଆରମ୍ବ ହୋଇଛି। ପ୍ରଥମେ ଗ୍ରାମ ଦେବୀ ମା' ଦୂର୍ଗା ଙ୍କ ଘରେ ପୂଜା ଅର୍ଚ୍ଚନା କରାଯାଇ ଏକ ବିରାଟ ଶୋଭାଯାତ୍ରାରେ ବାବାଙ୍କ ଆଲମ ଗ୍ରାମ ପରିକ୍ରମା କରି ପ୍ରଭୁ କମଳେଶ୍ୱର ର ମନ୍ଦିର ରେ ପହଞ୍ଚି ଥିଲା।
ଆଲାମ ଯାତ୍ରା ରେ!-->!-->!-->…