News
lipub
samparksetu

ସାପୁଆ ଡ୍ୟାମ ର ହେବ ନବକଳେବର !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ର ସାପୁଆ ଡ୍ୟାମ ର ହେବ ନବକଳେବର l ଏହାର ରୂପରେଖ ବଦଳାଇବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି l ରାଜ୍ୟ ସରକାର ଏଥିପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିବା ଜଣାପଡିଛି l ସାପୁଆ କୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ମିଳିବା ପରଠାରୁ ଏହାର ଉର୍ନ୍ନତି କରଣ

ମକର ସଂକ୍ରାନ୍ତି

ମାଘ ମାସ କୃଷ୍ଣପକ୍ଷ ସଙ୍କରାନ୍ତି ତିଥିମକର ସଂକ୍ରାନ୍ତି ନାମେ ପାଇଛି ପ୍ରସିଦ୍ଧିସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଯେ ଆରମ୍ଭଧିରେ ଧିରେ କମିଯାଏ ଶୀତର ପ୍ରଭାବ । ଧନୁ ରାଶି ଘରୁ ରବି ମକରକୁ ଯିବେଦିନକୁ ଦିନ ଉତ୍ତାପ ବଢେଇ ଚାଲିବେଶସ୍ୟ ଅମଳେ ଏ ଘଡି ଆଣେ ସୁଖ ଶିରୀଆଧ୍ୟାତ୍ମିକ ଚେତନାରେ ହୃଦ

କମଳାଙ୍ଗ ରେ ମାଘ ସପ୍ତମୀ ମେଳା ଆରମ୍ଭ

ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଗ୍ରାମରେ ପ୍ରସିଦ୍ଧ ମାଘ ସପ୍ତମୀ ମେଳା ଆରମ୍ବ ହୋଇଛି। ପ୍ରଥମେ ଗ୍ରାମ ଦେବୀ ମା' ଦୂର୍ଗା ଙ୍କ ଘରେ ପୂଜା ଅର୍ଚ୍ଚନା କରାଯାଇ ଏକ ବିରାଟ ଶୋଭାଯାତ୍ରାରେ ବାବାଙ୍କ ଆଲମ ଗ୍ରାମ ପରିକ୍ରମା କରି ପ୍ରଭୁ କମଳେଶ୍ୱର ର ମନ୍ଦିର ରେ ପହଞ୍ଚି ଥିଲା। ଆଲାମ ଯାତ୍ରା ରେ

ପାନୀୟ ଜଳ ପ୍ରକଳ୍ପ ଅଚଳ ,ଅଥଚ ଦିଆଚାଲିଛି ବିଜୁଳି ବିଲ !

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ କୁକୁଟା ଗ୍ରାମପଂଚାୟତ ରେ ବାଦୀମୁଣ୍ଡା ପୋଖରୀ ରେ ପ୍ରାୟ ୨୦ ବର୍ଷ ତଳେ ଏକ ପାନୀୟ ଜଳ ପ୍ରକଳ୍ପ ର ଶୁଭାରମ୍ଭ କରାଯାଇ ପାଇପ ବିଛା ଯାଇ ପଂଚାୟତବାସୀ ଙ୍କୁ ପାନୀୟ ଜଳ ଯୋଗାଇବା ସମସ୍ତ ବ୍ୟବସ୍ଥା ହୋଇ ସାରି ଥିବା ବେଳେ କୌଣସି କାରଣ ରୁ ଏହି ପ୍ରକଳ୍ପ

ବାଳିକାମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦଯାପିତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ପାରିକୂଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଓଡିଶା ସରକାରଙ୍କ ରାଜ୍ୟ ଯୁବନୀତି-୨୦୧୩ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବାଳିକା ମାନଙ୍କ ପାଇଁ ଅତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପାରିକୂଳ ଉଚ୍ଚ

ସଡ଼କ ଦୁର୍ଘଟଣା ରେ ବାଇକ ଆରୋହୀ ଗୁରୁତର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାଦୁଆ ପଂଚାୟତ ର ମର୍କଟା ଗ୍ରାମ ର ସଂଜୀବ ପ୍ରଧାନ ନାମକ ଜଣେ ଯୁବକ (୧୮) ଘରୁ ଆସୁଥିବା ବେଳେ ରେକୁଳା ନିକଟରେ ଏକ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ତାଙ୍କ ବେକ ଓ ଆଖିରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକ

ଜିଲ୍ଲାରେ ବଢୁଛି ଏଡସ ସଂକ୍ରମଣ ,୧୬ଜଣ ଶିଶୁଙ୍କୁ ଏଡସ

ଢେଙ୍କାନାଳ ଜିଲ୍ଳାରେ ଭୟାବହ ଏଡସ ରୋଗ ବୃଦ୍ଧି ପାଇବାର ଲାଗିଛି । ବର୍ତ୍ତମାନ ଜିଲ୍ଳାରେ ୪୯୪ ଜଣ ଏଡସ ରୋଗୀ ରହିଥିବାର ଜଣାପଡିଛି ।ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତାର କାରଣ ପାଲଟିଛି । ଢେଙ୍କାନାଳ ଜିଲ୍ଲାରେ ୨୦୧୧ ଜନ ଗଣନା ଅନୁସାରେ ୧୧ ଲକ୍ଷ ୯୨ହଜାର ୯୪୮ ଲୋକ ବସବାସ କରୁଥିବା

ବିପଦ ସଙ୍କୁଳ ଅବସ୍ଥାରେ ସାରଙ୍ଗଧର ସେତୁ ,କଂକ୍ରିଟ ଉଠି ଦିଶିଲାଣି ଲୁହା !

ଢେଙ୍କାନାଳ ସଦରକୁ ସଂଯୋଗ କରୁଥିବା ବାହ୍ମଣୀ ନଦୀ ସାରଙ୍ଗଧର ସେତୁ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ସ୍ପାନ ସଂଯୋଗ ସ୍ଥାନରୁ କଂକ୍ରିଟ ଉଠି ଲୁହା ଦେଖାଯିବା ସହିତ ରାସ୍ତାର ଉଭୟ ପାର୍ଶ୍ଵରେ ବାଲି ମାଟି ରହିଥିଲେ ମଧ୍ୟ ରକ୍ଷଣା ବେକ୍ଷଣ କରାଯାଉନ୍‌ଥିବାର ଜଣାପଡିଛି ।ବ୍ରିଜର ମଧ୍ୟରେ ଥିବା

ହାତୀ ଉପଦ୍ରବ ,ପନି ପରିବା ଫସଲ ନଷ୍ଟ

ଗଁଦିଆ ବ୍ଳକ କପିଳାସ ବନଖଣ୍ଡ ଅଧିନସ୍ତ ଗୋପାଳପୁର,ମହୁଲଖୋଳି ଗାଁରେ ଦନ୍ତା ହାତୀ ବ୍ୟାପକ କ୍ଷୟକ୍ଷତି କରିଛି । ଗତକାଲି ସନ୍ଧ୍ୟା ୬ଟା ସମୟରେ ଗୋପାଳପୁର ଗ୍ରାମ ଭିତରେ ପଶି ସୁରେନ୍ଦ୍ର ନାୟକ, ରବି ନାୟକଙ୍କ ଖଳାରୁ ହାତୀ ଖାଉଥିବା ଦେଖି ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି l ପ୍ରାୟ
error: Content is protected !!