ଫୁରସତ ଦୁଃଖି ମଣିଷ Dhenkanal Update Jan 9, 2023 0 ଜୀବନର ମାନେ ଜୀବନ ନୁହେଁ ତ ଦୁଃଖରେ ଯେ ନିତି ଥାଏ,ଦୁଃଖିର ଜୀବନେ ସୁଖ ନଥାଏ ତ ଦୁଃଖ ଭରି ରହିଥାଏ । ଦୁଃଖର ସମୟ ପାରି ହେବାପାଇଁ ସଦା ଚେଷ୍ଟା କରୁଥାଏ,ଦୁଃଖି ମଣିଷକୁ!-->!-->!-->…
ଖବର ଅନୁଗୁଳ ପରେ ଏବେ ଢେଙ୍କାନାଳ ମୁହାଁ ନରହନ୍ତା ହାତୀ Dhenkanal Update Jan 8, 2023 0 ଢେଙ୍କାନାଳ ସିମାନ୍ତ ସଞ୍ଜପଡା ଅଞ୍ଚଳରେ ବିଚରଣ କରୁଛି।ନରହନ୍ତା ହାତୀ l ହାତୀ ଉପରେ ସ୍ୱତନ୍ତ୍ର ନଜର ରହିଥିବା କହିଲେ ବନଖଣ୍ଡ ଅଧିକାରୀ । ଆବଶ୍ୟକ ପଡିଲେ କରାଯାଇ ପାରେ ଟ୍ରାଙ୍କୁଲାଇଜ। ଅନୁଗୁଳରେ ଚାରି ଚାରୋଟି ଜୀବନ ନେବାପରେ ଏବେ ଢେଙ୍କାନାଳ ମୁହାଁ ହୋଇଛି ମଣିଷମରା ହାତୀ।ଗତକାଲି!-->!-->!-->…
ଢେଙ୍କାନାଳ ଖବର ଧାନମଣ୍ଡି ରେ ଅବ୍ୟବସ୍ଥା , ଫାଟକ ଆଗରେ ଧାରଣାରେ ଚାଷୀ Dhenkanal Update Jan 8, 2023 0 ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ରତନପୁର ସେବା ସମବାୟ ସମିତି ରେ ଧାନମଣ୍ଡି ରେ ଚାଷୀ ମାରାଣା ନୀତି ଚାଲିଛି ବୋଲି ଅଭିଯୋଗ ଆଣି ସମିତି ର ଫାଟକ ଆଗରେ ଧାରଣାରେ ବସିଲେ କରଡ଼ାବାଣି ଗ୍ରାମର ସମସ୍ତ ଚାଷୀ | ସେମାନଙ୍କର ଅଭିଯୋଗ ଅନୁଯାୟୀ , ସମିତି ର ସଭାପତି ଓ ସମ୍ପାଦକ ମିଲି!-->!-->!-->…
ଢେଙ୍କାନାଳ ଖବର କାଲୁରିଆ ସେବା ସମବାୟ ସମିତି ଧାନମଣ୍ଡିର ଶୁଭାରମ୍ଭ Dhenkanal Update Jan 8, 2023 0 ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାଲୁରିଆ ସେବା ସମବାୟ ସମିତି ଠାରେ କାଲୁରିଆ ପଞ୍ଚାୟତ ଧାନମଣ୍ଡିର ଶୁଭାରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପ୍ରତାପ ମଲ୍ଲିକ ଯୋଗଦେଇ ଧାନମଣ୍ଡିର ଶୁଭାରମ୍ଭ କରିଥିଲେ। କାଲୁରିଆ ସେବା ସମବାୟ!-->!-->!-->…
ଫୁରସତ ନୀରବ ଝଡ଼ Dhenkanal Update Jan 8, 2023 0 ବାରମ୍ବାର ବେଡ଼ ଲାଇଟ କୁ ଅନ ଅଫ କରୁଥାନ୍ତି ନନ୍ଦିନୀ ଦେବୀ ।ଆଖିରେ ନିଦ ନଥାଏ ।କିନ୍ତୁ ଆର ପାର୍ଶ୍ୱରେ ଅଭିନବ ବାବୁ ନିଘୋଡ଼ ନିଦରେ ଶୋଇ ପାରୁନାହାନ୍ତି କାରଣ ବାରମ୍ବାର ଆଲୁଅ ଅନ୍ଧାର ପାଇଁ ଆଣିନିଶ୍ୱାସୀ ହୋଇ ପଡୁଛନ୍ତି ସତ ହେଲେ ପଦୁଟିଏ କଥା କହିବାର ସତ ସାହସ ନାହିଁ!-->…
ଢେଙ୍କାନାଳ ଖବର କପିଳାସ ପୀଠରୁ ଭାଲୁ ଉଦ୍ଧାର Dhenkanal Update Jan 7, 2023 0 ଢେଙ୍କାନାଳ ବନଖଣ୍ଡ କପିଳାସ ପୀଠରୁ ଏକ ଭାଲୁକୁ ଉଦ୍ଧାର କରାଯାଇଥିବାର ଜଣାପଡିଛି । ଏକ ଭାଲୁ ଖାଦ୍ୟ ଅନ୍ୱେଷଣ କରୁକରୁ କପିଳାସ ପାଦଦେଶକୁ ଚାଲି ଆସିଥିଲା । ତାଙ୍କୁ ସେଠାରେ ଥିବା ଦୋକାନୀ ମାନେ ଦେଖି ଭୟଭୀତ ହୋଇପଡିଥିଲେ । ଭାଲୁଟି ମଧ୍ୟ ଭୟଭୀତ ହୋଇପଡିଥିବାର ଦେଖିବାକୁ ମିଳିଥିଳା ।!-->!-->!-->…
ଢେଙ୍କାନାଳ ଖବର କାମାକ୍ଷାନଗର ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ Dhenkanal Update Jan 7, 2023 0 ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ଏନଏସି ସଭାଗୃହରେ କାମାକ୍ଷାନଗର ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ରାଜ୍ୟ ସରକାରଙ୍କ ଖଣି,ଇସ୍ପାତ ଏବଂ ପୁର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଫେବୃଆରୀ ମାସ ଦ୍ୱିତୀୟ ସପ୍ତାହରେ ମହୋତ୍ସବ!-->…
ଢେଙ୍କାନାଳ ଖବର କଙ୍କଡାହାଡ ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ Dhenkanal Update Jan 7, 2023 0 ଢେଙ୍କାନାଳ ଜିଲ୍ଳା କଙ୍କଡାହାଡ ବ୍ଲକ କନ୍ଧରା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ଏହି ବାଷିର୍କ ଉତ୍ସବରେ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ପରଜଙ୍ଗ ବିଧାୟକ ଡ.ନୃସିଂହ ଚରଣ ସାହୁ, ସମ୍ମାନୀତ!-->…
ଢେଙ୍କାନାଳ ଖବର ଗଣ୍ଡ ସମାଜର ବାର୍ଷିକ ଉତ୍ସବ Dhenkanal Update Jan 7, 2023 0 ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ସ୍ଥିତ କନ୍ଧରା ଗ୍ରାମରେ ଥିବା ଗଣ୍ଡ ସମାଜର ଇଷ୍ଟଦେବୀ ଜଟିଆମାତାଙ୍କ ପୀଠରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ରାମିଆଳ ନଦୀ ପଠା ଜଟିଆମାତା ତୁଠରୁ କଳସ ପୂଜା କରି ଏକ ଶୋଭଯାତ୍ରାରେ ଯାଇ ଘଟ ସ୍ଥାପନ କରାଯାଇଥିଲା । ଆଞ୍ଚଳିକ ଗଣ୍ଡ ସମାଜର ସଭାପତି!-->!-->!-->…
ଢେଙ୍କାନାଳ ଖବର ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀକୁ ଆକର୍ଷଣୀୟ କରିବାକୁ ଉଦ୍ୟମ Dhenkanal Update Jan 7, 2023 0 ଢେଙ୍କାନାଳ ଜିଲ୍ଳାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଳାପାଳ ସରୋଜ କୁମାରସେଠୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଅଧିକ ଆକର୍ଷଣୀୟ କରିବାକୁ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି । ଏହି ବୈଠକରେ ଓଡିଶା ସରକାରଙ୍କ ଭାଷା,ସାହିତ୍ୟ,ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ!-->!-->!-->…