News
lipub
samparksetu

କ୍ରସର ମାଲିକଙ୍କୁ ମାଡ ଏବଂ ଟଙ୍କା ଲୁଟ ଘଟଣା , ମାଷ୍ଟର ମାଇଣ୍ଡ ସହିତ ୪ ଗିରଫ

ଢେଙ୍କାନାଳ ଜିଲ୍ଳା ମୋଟଙ୍ଗା ଥାନା ଅନ୍ତ୍‌ର୍ଗତ ନୂଆ ଓଡାପଡା ଠାରେ ଥିବା ଏକ କ୍ରସରରେ ଖାଉଥିବା ବେଳେ ଦୁର୍ବୃତ୍ତ ମାନେ ବନ୍ଧୁକ ଦେଖାଇ ମାଡ ମାରିବା ଏବଂ ଟଙ୍କା ଲୁଟ ଘଟଣାରେ ପୋଲିସ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାର ଜଣାପଡିଛି । ଗତ ୨ତାରିଖ ସୋମବାର ରାତିପ୍ରାୟ ୧୧ଟା ସମୟରେ…

ଶେଷ ସ୍ପର୍ଶ

ଭୁଲି ନାହିଁ ତୁମ ଶେଷ ସ୍ପର୍ଶ ପ୍ରିୟା ଭୁଲି ନାହିଁ ସେହି ରାତି,ଭୁଲିବାକୁ ଯେବେ ଚେଷ୍ଟା କରେ ମୁହିଁ ଦେହରେ ବଢୁଛି ତାତି । ଜାଳି ଦିଏ ମୋତେ ମାରି ଦିଏ ମୋତେ ଅଭୁଲା ତୁମର…

ଶୈବ ପୀଠ ଗର୍ଭ ଗୃହରୁ ଲୁଟିଲେ ଅଳଙ୍କାର,୧୦ ଦିନ ଭିତରେ ୨ଥର ଲୁଟ୍

କାମାକ୍ଷାନଗର ଥାନା ବାଉଁଶପାଳ ପଞ୍ଚାୟତ ଶିବୁଳାପଶି ଶୈବ ପୀଠ ରୁ ଗୁରୁବାର ବିଳମ୍ବିତ ରାତିରେ ମନ୍ଦିର ଗର୍ଭଗୃହ ଭିତରୁ କେହି ଦୁର୍ବୃତ୍ତ ହୁଣ୍ଡି ବାକ୍ସ କୁ ଭାଙ୍ଗି ଠାକୁର ଙ୍କ ରତ୍ନ ଅଳଙ୍କାର କୁ ଲୁଟି ନେଇଛି । ଗତ ମାସ ୨୭ତାରିଖ ରାତି ରେ ମଧ୍ୟ ପାର୍ବତୀ ଙ୍କ ଆଖି ତାଡି ସୁନା ଓ…

ମୁକୁଳା ଟ୍ରାନ୍ସଫରମର ନିକଟରେ ତାରବାଡ ଦାବି

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମହାବିରୋଡ ଗାନ୍ଧୀଛକନିକଟରେ ଫରେଷ୍ଟର କାର୍ଯ୍ୟାଳୟ ରହିଛି । ଏହି କାର୍ଯ୍ୟାଳୟ ନିକଟରେ ଦୀର୍ଘବର୍ଷ ଧରି ଖୋଲା ମେଲାରେ ବିପଦ ସଙ୍କୁଳ ଅବସ୍ଥାରେ ପଡିରହିଛି ଏକ ବିଦ୍ୟୁତ ଟ୍ରାନ୍ସଫର୍ମର । ଉକ୍ତ ଟ୍ରାନ୍ସଫର୍ମର ନିକଟ ଦେଇ ସ୍କୁଲ କଲେଜ…

ଅଗ୍ନିକାଣ୍ଡରେ ୨ବଖରା ଜଳିଗଲା

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କରଗୋଳା ପଞ୍ଚାୟତ ଶଶାପଶି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି । ଶଶାପଶି ୮ ନମ୍ବର ୱାର୍ଡ ମେଡିକାଲ ସାହିରେରହୁଥିବା ସ୍ୱ୍‌ର୍ଗତ ଗୁରୁ ମହାରଣାଙ୍କ ପତ୍ନୀ ବାସନ୍ତି ମହାରଣା ଦୁଇ ବଖରା ଚାଳ ଘର କରି ରହଆସୁଛନ୍ତି । …

ମହାବିରୋଡରେ ଧାନ ମଣ୍ଡି ଆରମ୍ଭ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମହାବିରୋଡ ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ମଣ୍ଡି ଆରମ୍ଭ ହୋଇଛି । ମଣ୍ଡି ଉଦଘାଟନ ସମୟରେ ସମ୍ପାଦକ ଭରତ ଚନ୍ଦ୍ର ସାହୁ ଙ୍କ ସହିତ ଆରଏମସିର ସଭ୍ୟଏବଂ ସମିତିର କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଏହି ମଣ୍ଡିରେ ୨୦ହଜାର କ୍ୱିଣ୍ଟାଲ ଧାନ କ୍ରୟ…

ଷଣ୍ଢ ଆକ୍ରମଣରେ ବୃଦ୍ଧା ମୃତ

ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ନିମବାହାଳି ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଏକ ମାରଣା ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ବାଲିମି ଥାନା ଅନ୍ତର୍ଗତ ଗାଲପଡା ଗ୍ରାମର ଚଣିଆ ନାଏକ ଙ୍କ ବୀଣା ନାଏକ(୫୮) ଅସୁସ୍ଥ ଥିବାରୁ ନିଜ ସ୍ୱାମୀଙ୍କ ସହିତ ଏକ ଗାଡିରେ ନିମବାହାଳି…

ହିନ୍ଦୋଳ ଏନ୍ ଏ ସି ରେ ରାହାଗିରି ପଥ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଚଳିତ ମାସରେ ଓଡ଼ିଶାରେ ରେ ଅୟୋଜିତ ହେବାକୁ ଥିବା ଆନ୍ତର୍ଜାତୀୟ ପୁରୁଷ ହକି ବିଶ୍ଵକପ୍ ପାଇଁ ସାରା ରାଜ୍ୟ ଏବେ ଚଳଚଞ୍ଚଳ ହୋଇ ପଡିଛି।ଏହି ପରିପ୍ରେକ୍ଷୀରେ ପ୍ରଥମ ଥର ପାଇଁ ହିନ୍ଦୋଳ ଏନ୍ ଏ ସି ରେ ଆସନ୍ତା ୮ ତାରିଖ ରବିବାର ଦିନ ଏକ ପଥ ଉତ୍ସବ ବା ରାହାଗିରି ଆୟୋଜିତ ହେବାର କାର୍ଯ୍ୟକ୍ରମ…

ନବଜାତ ନିଷ୍ପାପ କାମାଗ୍ନିର ଧୂଆଁ

କାମବାସ୍ନାର କମାର ଶାଳଯେତେବେଳେ ଶୀଥିଳ ହୁଏଅଣାୟତ ନିଆଁ ଆଉ ଲୁହାର ସଂଘର୍ଷରେ ଯେତେବେଳେଭଟ୍ଟା ପଡ଼ିଯାଏସେତେବେଳେ ଅଙ୍କୁର ହୁଏଅଲୋଡ଼ା ଅସହାୟ ବେସାହାରାକଳୀକା ଟିଏ କଳଙ୍କର କାଳିମାରେ ।। ଜନ୍ମ ପୂର୍ବରୁ ଯାହାର ମୃତ୍ୟୁ ହୁଏଅବା ତା'ର ଷଠୀଘରରେଳ ଲାଇନ ଅବା ବୁଦା ଉହାଡକେତେବେଳେ ତ ସେ…

ମହୁମାଛି ଆକ୍ରମଣ ରେ ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମଠତେନ୍ତୁଳିଆ ଗ୍ରାମ ର ନିରଞ୍ଜନ ବେହେରା ଜୁଆଳିବଦ୍ଧ କୁ ପାଠପଢାଇବା ପାଇଁ ଯାଇଥିଲେ। ଜୁଆଳିବଦ୍ଧ ଛକ ଠାରେ ମହୁ ଫେଣା ରୁ ମହୁମାଛି ଅତର୍କିତ ଭାବରେ ଆକ୍ରମଣ କରିଥିଲେ। ଫଳରେ ଗ୍ରାମ ବାସୀ ମାନେ ନିରଞ୍ଜନ କୁ ପ୍ରଥମେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ…
error: Content is protected !!