News
lipub
samparksetu

ଧାନମଣ୍ଡି ରେ ଅବ୍ୟବସ୍ଥା , ଫାଟକ ଆଗରେ ଧାରଣାରେ ଚାଷୀ

ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ରତନପୁର ସେବା ସମବାୟ ସମିତି ରେ ଧାନମଣ୍ଡି ରେ ଚାଷୀ ମାରାଣା ନୀତି ଚାଲିଛି ବୋଲି ଅଭିଯୋଗ ଆଣି ସମିତି ର ଫାଟକ ଆଗରେ ଧାରଣାରେ ବସିଲେ କରଡ଼ାବାଣି ଗ୍ରାମର ସମସ୍ତ ଚାଷୀ | ସେମାନଙ୍କର ଅଭିଯୋଗ ଅନୁଯାୟୀ , ସମିତି ର ସଭାପତି ଓ ସମ୍ପାଦକ ମିଲି…

କାଲୁରିଆ ସେବା ସମବାୟ ସମିତି ଧାନମଣ୍ଡିର ଶୁଭାରମ୍ଭ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାଲୁରିଆ ସେବା ସମବାୟ ସମିତି ଠାରେ କାଲୁରିଆ ପଞ୍ଚାୟତ ଧାନମଣ୍ଡିର ଶୁଭାରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପ୍ରତାପ ମଲ୍ଲିକ ଯୋଗଦେଇ ଧାନମଣ୍ଡିର ଶୁଭାରମ୍ଭ କରିଥିଲେ। କାଲୁରିଆ ସେବା ସମବାୟ…

ନୀରବ ଝଡ଼
 

ବାରମ୍ବାର ବେଡ଼ ଲାଇଟ କୁ ଅନ ଅଫ କରୁଥାନ୍ତି ନନ୍ଦିନୀ ଦେବୀ ।ଆଖିରେ ନିଦ ନଥାଏ ।କିନ୍ତୁ ଆର ପାର୍ଶ୍ୱରେ ଅଭିନବ ବାବୁ ନିଘୋଡ଼ ନିଦରେ ଶୋଇ ପାରୁନାହାନ୍ତି କାରଣ ବାରମ୍ବାର ଆଲୁଅ ଅନ୍ଧାର ପାଇଁ ଆଣିନିଶ୍ୱାସୀ ହୋଇ ପଡୁଛନ୍ତି ସତ ହେଲେ ପଦୁଟିଏ କଥା କହିବାର ସତ ସାହସ ନାହିଁ…

କପିଳାସ ପୀଠରୁ ଭାଲୁ ଉଦ୍ଧାର

ଢେଙ୍କାନାଳ ବନଖଣ୍ଡ କପିଳାସ ପୀଠରୁ ଏକ ଭାଲୁକୁ ଉଦ୍ଧାର କରାଯାଇଥିବାର ଜଣାପଡିଛି । ଏକ ଭାଲୁ ଖାଦ୍ୟ ଅନ୍ୱେଷଣ କରୁକରୁ କପିଳାସ ପାଦଦେଶକୁ ଚାଲି ଆସିଥିଲା । ତାଙ୍କୁ ସେଠାରେ ଥିବା ଦୋକାନୀ ମାନେ ଦେଖି ଭୟଭୀତ ହୋଇପଡିଥିଲେ । ଭାଲୁଟି ମଧ୍ୟ ଭୟଭୀତ ହୋଇପଡିଥିବାର ଦେଖିବାକୁ ମିଳିଥିଳା ।…

କାମାକ୍ଷାନଗର ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ଏନଏସି ସଭାଗୃହରେ କାମାକ୍ଷାନଗର ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ରାଜ୍ୟ ସରକାରଙ୍କ ଖଣି,ଇସ୍ପାତ ଏବଂ ପୁର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଫେବୃଆରୀ ମାସ ଦ୍ୱିତୀୟ ସପ୍ତାହରେ ମହୋତ୍ସବ…

କଙ୍କଡାହାଡ ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଢେଙ୍କାନାଳ ଜିଲ୍ଳା କଙ୍କଡାହାଡ ବ୍ଲକ କନ୍ଧରା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ଏହି ବାଷିର୍କ ଉତ୍ସବରେ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ପରଜଙ୍ଗ ବିଧାୟକ ଡ.ନୃସିଂହ ଚରଣ ସାହୁ, ସମ୍ମାନୀତ…

ଗଣ୍ଡ ସମାଜର ବାର୍ଷିକ ଉତ୍ସବ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ସ୍ଥିତ କନ୍ଧରା ଗ୍ରାମରେ ଥିବା ଗଣ୍ଡ ସମାଜର ଇଷ୍ଟଦେବୀ ଜଟିଆମାତାଙ୍କ ପୀଠରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ରାମିଆଳ ନଦୀ ପଠା ଜଟିଆମାତା ତୁଠରୁ କଳସ ପୂଜା କରି ଏକ ଶୋଭଯାତ୍ରାରେ ଯାଇ ଘଟ ସ୍ଥାପନ କରାଯାଇଥିଲା । ଆଞ୍ଚଳିକ ଗଣ୍ଡ ସମାଜର ସଭାପତି…

ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀକୁ ଆକର୍ଷଣୀୟ କରିବାକୁ ଉଦ୍ୟମ

ଢେଙ୍କାନାଳ ଜିଲ୍ଳାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଳାପାଳ ସରୋଜ କୁମାରସେଠୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଅଧିକ ଆକର୍ଷଣୀୟ କରିବାକୁ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି । ଏହି ବୈଠକରେ ଓଡିଶା ସରକାରଙ୍କ ଭାଷା,ସାହିତ୍ୟ,ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ…

ମଗଜି ଲଡୁ

ଖାଦ୍ୟ ପେୟକୁ ନେଇ ବିଭିନ୍ନ ଅଞ୍ଚଳରେ ଏକ ସ୍ଵତନ୍ତ୍ରତା ରହିଛି । ଗୋଟିଏ ଗୋଟିଏ ଖାଦ୍ୟ ପଦାର୍ଥକୁ ନେଇ ସଂପୃକ୍ତ ଅଞ୍ଚଳକୁ ମଧ୍ୟ ମିଳିଛି ପରିଚୟ । ବେଳେବେଳେ ସେହି ପରିଚୟ ସମଗ୍ର ରାଜ୍ୟର ଗୌରବରେ ପରିଣତ ହୁଏ। ବର୍ତ୍ତମାନ ଜିଆଇ ଟ୍ୟାଗ୍ ପାଇଁ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଖାଦ୍ୟ ପଦାର୍ଥକୁ…

ଶେଷ ଶୃଙ୍ଗାର

ମନ ଉପବନେ ମୋ ପ୍ରୀତି ଅଙ୍ଗନେଶେଷ ଶୃଙ୍ଗାରର ଚିହ୍ନଶ୍ରବଣରେ ବାଜେ ଭକ୍ତି ରସାଣିତସୁମଧୁର ବଂଶୀ ସ୍ଵନ ll ତୁମ ପାଇଁ ପ୍ରଭୁ ସଜେଇ ରଖିଛିମୋ ହୃଦୟ ସିଂହାସନଧୀର ପାଦପାତେ ସୁପ୍ତ ବା ଜାଗ୍ରତେଆସ ପ୍ରଭୁ ନାରାୟଣ ll ମଳିନ ପଡିନି ଶେଷ ଶୃଙ୍ଗାର ମୋତୁମ ପଥ ଅଛି ଚାହିଁରାଧାରାଣୀ ନୁହେଁ…
error: Content is protected !!