News
lipub
samparksetu

ବାଦଲ ଫଟାର କରାଳ ବର୍ଷା

ବରଷା ଜଳର ଶୁଣ କାହାଣୀଶ୍ରାବଣୀ ଅଟଇ ପୃଥିବୀ ରାଣୀ।(୧)ବରଷା ମାନେନି ଶୀତ ବସନ୍ତଶ୍ରାବଣରେ କରେ ନାତ ସଂଗୀତ।(୨)ପୃଥିବୀର ମାଟି ଜୀବ ଜଗତବରଷାରେ ହୁଏ ବନ୍ୟା ପ୍ରପାତ।(୩)ବରଷା କୋପରେ ନଦୀ ସମୁଦ୍ରଫୁଲି ଉଠେ ଏଠି ଜଳର ଶ୍ରୋତ।(୪) ଆସଇ ବରଷା ତୁହାକୁ ତୁହାଖଣ୍ଡ ପ୍ରଳୟରେ ହୁଏ

ବସରୁ ପଡି ମହିଳା ମୃତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ କାଲୁରିଆ ଗ୍ରାମର ଜନୈକା ମହିଳା ବସରୁ ପଡି ମୃତ୍ୟୁ ବରଣ କରିଥିବାର ଜଣାପଡିଛି । କାଲୁରିଆ ଗ୍ରାମର ହଟକିଶୋର ସାହୁ ଏବଂ ତାଙ୍କ ପତ୍ନୀ ସୁଭଦ୍ରା ସାହୁ (୩୫) ପାୟଲ ନାମକ ଏକ ଘରୋଇ ବସରେ ନୀଳମାଧବ ଦର୍ଶନ କରିଥିବାକୁ ଯାଉଥିଲେ । ବସରେ ଯାଉଥିବା

ଯୁବତୀ ଙ୍କ ସନ୍ଦେହ ଜନକ ମୃତ୍ୟୁ

ଗଁଦିଆ ଥାନା ଅନ୍ତର୍ଗତ ଠାକୁରାପାଳ ଗ୍ରାମର ଚୈତନ୍ୟ ପୁହାଣଙ୍କର କନ୍ୟା ସସ୍ମିତା ପୁହାଣ (୨୦ବର୍ଷ) ଙ୍କର ଗତ କାଲି ରାତିରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ କେସ ନଂ୩୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି

ତୁମେ ଆଉ ତୁମେ ହେଇ ନାହଁ

ତୁମେ ପରା ସେହି ମୋ ମନ ମୋହିନୀମୋର ପ୍ରେମର ପ୍ରେୟସୀ,ଯିଏ ଦିନେ ମୋର ଶୁଖିଲା ଓଠରେଭରିଥିଲା କେତେ ଖୁସି ! ତୁମେ ଥିଲ ସେହି ମଧୁର ରାତ୍ରୀରପିରତି ଭରା ନାୟୀକା,ହାତ ଛାଡ଼ି ଆଜି ହେଇଗଲ ତୁମେଆଉ କାହାର ପ୍ରେମିକା। ତୁମେ ପ୍ରିୟା ଆଉ ତୁମେ ହେଇ ନାହଁବଦଳିଲ କୁହ କାହିଁ ?ଏ ବଦଳିବା ଦେଖି

ବିଦ୍ୟୁତ ଆଘାତରେ ଲାଇନ ମ୍ୟାନ ମୃତ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କୋରେଇ ଗାଡ଼ିଆ ନିକଟରେ ବିଦ୍ୟୁତ ଆଘାତରେ ଜଣେ ଲାଇନ ମ୍ୟାନର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, କୋରେଇ ଗାଡ଼ିଆ ଗ୍ରାମ ନିକଟରେ ବିଦ୍ୟୁତ କାର୍ଯ୍ୟ ଚାଲିଥିଲା ,ସେଠାରେ କାର୍ଯ୍ୟରତ ଅବସ୍ଥାରେ ଜଣେ ଲାଇନ ମ୍ୟାନ ବିଦ୍ୟୁତ ଆଘାତରେ ଗୁରୁତର ହୋଇ ଜିଲ୍ଲା

ହୃଦଘାତ ରେ ଯୁବକ ମୃତ

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଇଶ୍ୱରା ପାଳ ଗ୍ରାମର ଜଣେ ଯୁବକ ଆଜି ହୃଦ୍ ଘାତ ରେ ମୃତ୍ୟୁ ବରଣ କରିଥିବାର ଜଣାଯାଇଛି। ଖବର ରୁ ଜଣା ଯାଏ ଏହି ଗ୍ରାମର ବିରଞ୍ଚି ଦେହୁରୀ ଙ୍କ ପୁଅ ଅର୍ଜ୍ଜୁନ ଦେହୁରୀ (୧୮) ଆଜି ସକାଳେ ସାଇକେଲ ଯୋଗେ ନିକଟସ୍ଥ ଫାର୍ମ କୁ ଯାଉଥିବା ବେଳେ ହଠାତ ତଳେ ପଡି ଅଚେତ

ହୋ ଭାଷାକୁ ଓଡ଼ିଶାର ଦ୍ୱିତୀୟ ରାଜଭାଷାର ମାନ୍ୟତା ପାଇଁ ଜୋର ଧରିଛି ଦାବି

ହୋ ଭାଷାକୁ ଓଡ଼ିଶାରେ ଦ୍ୱିତୀୟ ରାଜ ଭାଷାର ମାନ୍ୟତା ପ୍ରଦାନ ନିମନ୍ତେ ଦାବି ଜୋର ଧରିଛି । ଏହାର ଜ୍ଜ୍ୱଳନ୍ତ ପ୍ରତିଫଳନ ଦେଖିବାକୁ ମିଳିଛି ଗଁଦିଆ ବ୍ଲକରେ ସର୍ବ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ଓଡ଼ିଶା ଶାଖା ର ନିଷ୍ପତି କ୍ରମେ ଆଜି ଉକ୍ତ ବ୍ଲକରେ ଆଦିବାସୀ ଜନଜାତି

ରକ୍ଷଣାବେକ୍ଷଣା ଅଭାବରୁ ପିଚୁ ରାସ୍ତା ଏବେ ମାଟି ରାସ୍ତା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ତୋର ଠାରୁ ରେଙ୍ଗାଳି ବାମ ପାର୍ଶ୍ୱ ମୁଖ୍ୟ କେନାଲରୁ ଏକ ଶାଖା କେନାଲ ବାହାରି ପରଜଙ୍ଗ ,ଜହ୍ନାପଡା, ଖଣ୍ଡୁଆଳମୁଣ୍ଡା , କନ୍ଦରସିଂହା, ଲୋଧଣୀ ପ୍ରଭୃତି ଗ୍ରାମପାଖ ଦେଇ ସାଆନ୍ଦା ଦେଇ କାମାକ୍ଷାନଗର ବ୍ଲକ ପଣ୍ଡୁଆ ଅଞ୍ଚଳକୁ ଯାଇଛି । ଉକ୍ତ ଶାଖା

ବିନା ଲାଇଫ ଜ୍ୟାକେଟରେ ନୌକା ବିହାର

କପିଳାସ ଚିଡ଼ିଆଖାନାରେ ଥିବା ନୌକାବିହାର ଚିଡ଼ିଆ ଖାନା ଆସୁଥିବା ସମସ୍ତ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିଥାଏ । ଢେଙ୍କାନାଳ କୁ ଜିଲ୍ଲା ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ବାବା ଚନ୍ଦ୍ରଶେଖର ଙ୍କ ଦର୍ଶନ ସାଙ୍ଗକୁ କପିଳାସ ଚିଡିଆଖାନା ବୁଲି ଦେଖିଥାନ୍ତି, ତେବେ କପିଲାସ ଚିଡ଼ିଆଖାନା

ବଜରଙ୍ଗ କ୍ଲବ୍ ପକ୍ଷରୁ ୪୧୪ ୟୁନିଟ୍ ରକ୍ତ ସଂଗୃହୀତ

ଢେଙ୍କାନାଳ ଜିଲ୍ଲାରେ ରକ୍ତର ଆବଶ୍ୟକତା ଓ ଅଭାବକୁ ଦେଖି ଢେଙ୍କାନାଳ ସହରର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ତରଫରୁ ୨୮ତମ ଆଦର୍ଶ ରକ୍ତଦାନ ଶିବିର ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଅଛି । ବଜରଙ୍ଗ କ୍ଲବ୍ ଦ୍ୱାରା ଆୟୋଜିତ ଏହି ଶିବିରରେ ମୋଟ୍ ୪୧୪ ୟୁନିଟ୍
error: Content is protected !!