ହାତୀ ପାଇଁ ରାତି ଅନିଦ୍ରା ,ଫସଲକୁ ବଞ୍ଚାଇବାକୁ ମଞ୍ଚାରେ ଚାଷୀ
ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ ଓ ବନାଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଧାନ ଅମଳ ସମୟ ହୋଇଥିବାରୁ ଚାଷୀ ମାନେ ଗଛରେ ମଞ୍ଚା ବାନ୍ଧି ରାତିସାରା ଜଗିରହିବା ସହିତ ଫସଲକୁ ହାତୀ ଦାଉରୁ ବାଜା ବଜାଇ ବାଣ ଫୁଟାଇ ସୁରକ୍ଷା ଦେଉଥିବାର ଜଣାପଡିଛି ।
ହିନ୍ଦୋଳ!-->!-->!-->…