ମାଟିତଳୁ ବାହାରିଲା ଯୁବକଙ୍କ କଙ୍କାଳ
ଦୀର୍ଘ ୯ ବର୍ଷ ପରେ ପୋଲସି ସୁନ୍ଦରୀ ଖାଲ ନିକଟରେ ଥିବା ସୂର୍ଯ୍ୟ ନର୍ସରୀ ରୁ ହାଡ କଙ୍କାଳ ଉଦ୍ଧାର କରିବା ସହତି ଘଟଣାରେ ସଂପୃକ୍ତ ତିନି ଜଣକୁ ଗିରଫ କରି କୋର୍ଟ ଫରୱାର୍ଡ କରିଛି ।
ସଦର ଥାନା ଅନ୍ତର୍ଗତ ସୁନ୍ଦରୀଖାଲ ଅଲେଖପୁରର ସଚିଦାନନ୍ଦ ବେହେରା ଗତ ୨୦୧୩ମସିହା ଜୁଲାଇ ୨୩ତାରିଖ ଦିନ!-->!-->!-->…