ନାଳରେ ପଡିଲା ଜେସିବି ମେସିନ , ଡ୍ରାଇଭର ଗୁରୁତର
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡକମର ପଙ୍ଗlତିରା ପୂର୍ତ୍ତ ବିଭାଗ ରାସ୍ତାର କନ୍ତୋର ଗ୍ରାମ ନିକଟରେ ରହିଥିବା ଜୋର ନାଳ ପୋଲ ପାଖରେ ଆଜି ଭୋର୍ ସମୟରେ ଏକ ଜେସିବି ଗାଡ଼ି ରାସ୍ତା ତଳକୁ ଓଲଟି ପଡ଼ିଥିଲା ,ଗାଡ଼ିଟି ମହାବିରୋଡ ଅଞ୍ଚଳରୁ ଅନୁଗୁଳ ଅଭିମୁଖେ ଆସୁଥିବା ଏହି ଦୁର୍ଘଟଣା ଘଟିଥିବା!-->…