News
lipub
samparksetu

କୂଅରେ ପଡ଼ି ଛାତ୍ର ମୃତ,ପ୍ରଧାନଶିକ୍ଷକ ନିଲମ୍ବିତ

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ବ୍ରହ୍ମପୁର ବରସାହି ପ୍ରାଥମିକ ବିଦ୍ୟାଳୟର ଛାତ୍ର ଖୋଲା କୂଅରେ ପଡ଼ି ମୃତ୍ୟୁ ବରଣ କରିଥିବା ବେଳେ । ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ସୂଚନା ଅନୁଯାୟୀ , ଉକ୍ତ ବିଦ୍ୟାଳୟ ୨ୟ ଶ୍ରେଣୀ ଛାତ୍ର…

ନିହଲପ୍ରସାଦ କ୍ରସର ସମସ୍ୟା ପାଇଁ ରାସ୍ତା ଉପରେ ଧାରଣା ଦେଲେ ଗ୍ରାମବାସୀ

ଗଁଦିଆ ତହସିଲ ଅନ୍ତର୍ଗତ ନିହଲପ୍ରସାଦ ଦଶହରା ପଡିଆ ନିକଟରେ ଆଜି ଢେଙ୍କାନାଳ ଓ ଚଢ଼େଇଧରା ମୁଖ୍ୟ ରାସ୍ତା ଉପରେ ୬ଦଫା ଦାବି ପୂରଣ ନେଇ ଗ୍ରାମବସୀ ମାନେ ପୂର୍ବତନ ସରପଞ୍ଚ ତାପସ କୁମାର ସାହୁଙ୍କର ନେତୃତ୍ୱରେ ଧାରଣା ଦେଇଥିଲେ । ଦାବି ଗୁଡିକ ମଧ୍ୟରେ ବେଆଇନ ବ୍ଲାଷ୍ଟିଙ୍ଗ ବନ୍ଦ କରିବା,…

ଦୁର୍ଗମ ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ, ପିଛୁଳି ନାଳ ଉପରେ ପୋଲ ପାଇଁ ନିର୍ଦ୍ଦେଶ

ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କାନ୍ତୋଲ ପଞ୍ଚାୟତର ଦୁର୍ଗମ ପାହାଡ଼ ପର୍ବତ ଘେରା ଜଙ୍ଗଲ ପୁଟିପାଳ ଗ୍ରାମକୁ ଢ଼େଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ପରିଦର୍ଶନ କରିଥିଲେ। ଏହି ପୁଟିପାଳ ଗ୍ରାମ ରେ ଜୁଆଙ୍ଗ ସମ୍ପ୍ରଦାୟର ଆଦିମ ଅଧିବାସୀ ଲୋକ ବାସ କରନ୍ତି। ଉକ୍ତ ଅଞ୍ଚଳ ର…

ଚାଷୀ ଭାଇ

ଆମ ଗାଁ ଚାଷୀଭାଇ ବଡ ସାହସୀ ଚାଷ କରୁଥାଏ ହସି,ତାହାର ହସରେ ଦୁନିଆ ହସନ୍ତି ସଭିଙ୍କ ମୁଖରେ ଖୁସି । ଅଦିନିଆ ବନ୍ୟା ଝଡ଼ ଓଜାଡ଼ି ଦିଏ ଚାଷୀର ଭାଈର ଚାଷ,ଖରା ବରଷାକୁ ଖାତର…

ଓଷ୍ଟା ତରଫରୁ ଦାବିପତ୍ର ପ୍ରଦାନ ,୧୭ରେ ବିଶାଳ ଆନ୍ଦୋଳନ ପାଇଁ ଚେତାବନୀ

ଢେଙ୍କାନାଳ ଜିଲ୍ଲା ଓଷ୍ଟା ଶାଖା ତରଫରୁ ସରକାରଙ୍କ ବିଜ୍ଞପ୍ତି ପରେ ମଧ୍ୟ ୧୧ ମାସ ପରେ ଶିକ୍ଷକ କର୍ମଚାରୀ ମାନଙ୍କୁ ସପ୍ତମ ବେତନ କମିଶନ ଆଧାରରେ ବେତନ ନମିଳିବାରୁ ସଙ୍ଘ ତରଫରୁ ଏକଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଏବଂ ଡିଇଓଙ୍କ ଜରିଆରେ ପ୍ରଦାନ କରାଯାଇଛି । …

୧୦ ଦଫା ଦାବି ନେଇ ଶ୍ରମ କାର୍ଯ୍ୟାଳୟ ଘେରାଉ

ଢେଙ୍କାନାଳ ଜିଲ୍ଲା ମିଳିତ ନିର୍ମାଣ ଶ୍ରମକି ସଙ୍ଗଠନ ତରଫରୁ ୧୦ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଡାକରାରେ ଶ୍ରମ କାଯ୍ୟାଳୟ ଘେରାଉ କରାଯିବା ସହତି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଏକ ଶୋଭାଯାତ୍ରା ଷ୍ଟେସନ ବଜାରରୁ ବାହାରି…

ସ୍କୁଲ୍ ପାଚେରୀ ପଛରୁ ଉଦ୍ଧାର ହେଲା ମୃତ ଶରୀର ,ହତ୍ୟା ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧିନସ୍ଥ ମହାବୀରୋଡ ଫାଣ୍ଡି ନିକଟସ୍ଥ ବାଘମୁଣ୍ଡା ଆଶ୍ରମ ବିଦ୍ୟାଳୟ ପଛ ପେଟ ଏକ ମୃତ ଦେହ ଦେଖିବାକୁ ମିଳିଛି। ସୂଚନା ମୁତାବକ, କୁଟୁରିଆ ପଂଚାୟତ ବାଘମୁଣ୍ଡା ଗ୍ରାମର ଉର୍ବଶୀ ସିଂହ ତାଙ୍କ ସ୍ୱାମୀକୁ ହତ୍ୟା କରାଯାଇଛି ବୋଲି ମହାବୀରୋଡ ଫାଣ୍ଡିରେ ଅଭିଯୋଗ…

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ଆପାଦକାଳୀନ ମକ୍ ଡ୍ରିଲ ଅନୁଷ୍ଠିତ

ବିପଦପୂର୍ଣ୍ଣ ସମୟର ପ୍ରସ୍ତୁତି ଏବଂ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁରଠାରେ ଅବସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଏକ ଅନ୍‌ସାଇଟ୍ ଆପାଦକାଳୀନ ମକ ଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ମକ୍…

ଦୁଃଖକଷ୍ଟରେ ଦିନ କାଟୁଛନ୍ତି ଆରତବନ୍ଧୁ ଙ୍କ ପରିବାର ,ଘରେ ବସିଛି ରୋଗାଗ୍ରସ୍ତ ପୁଅ

ସ୍ବପ୍ନ ଥିଲା ପାଠ ପଢି ଚାକିରି କରି ବାପାମାଆଙ୍କ ଦୁଃଖ ଦୂର କରିବ । କିନ୍ତୁ ଆଜିକୁ ୫ ମାସ ପୂର୍ବରୁ ହଠାତ୍ ମୁହଁ ପାଦ ଫୁଲିବାକୁ ଲାଗିଲା, ତେବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ନେବାରୁ ଜଣା ପଡିଲା ଯେ ତାଙ୍କର ଦୁଇଟି କିଡନୀ ଖରାପ, ପାଦ ତଳୁ ମାଟି ଖସିଗଲା ବାପା ମା ଙ୍କର l…

ରାଜନୀତି

ସୁଖପରେ ଦୁଃଖ, ଦୁଃଖପରେ ସୁଖଏଇତ ସଂସାର ନୀତି,ପରିବର୍ତ୍ତନ ପାଇଁ ଭ୍ରମିତ ବ୍ୟକ୍ତିକରିଥାନ୍ତି ରାଜନୀତି। କହିବ କାହାକୁ ସଭିଏଁ ପାଗଳଏଇ ସାରା ସଂସାରରେ,ରାଜନୀତି ନିଶା ଏମିତି ଘାରିଛିବୁଲନ୍ତି ବାର ଦୁଆରେ। କାହାକୁ କୁହନ୍ତି ଦେବି ତତେ ଘରଭୋଟ ଆଗ ଦେବୁ ମୋତେଭୋଟ ଗଣତି ଟା ସରିଗଲା…
error: Content is protected !!