ବେଆଇନ ଜଙ୍ଗଲ ଜମି ଅକ୍ତିଆର ଓ ଜଙ୍ଗଲ ନଷ୍ଟ ଅଭିଯୋଗରେ କମ୍ପାନୀକୁ ରେକୁଳା ଗ୍ରାମବାସୀଙ୍କ ବିରୋଧ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁ ଜଡ଼ାପାଳ ସ୍ଥିତ ଖେମକା ରିଫାକ୍ଟୋରି ପ୍ରାଇଭେଟ ଲିମିଟେଡ଼ କମ୍ପାନୀକୁ ବିରୋଧ କରିଛନ୍ତି ରେକୁଳା ଗ୍ରାମବାସୀ । ବେଆଇନ ଜଙ୍ଗଲ ଜମି ଅକ୍ତିଆର ,ଏକର ଏକର ଜଙ୍ଗଲ ନଷ୍ଟ ସହିତ ଜଙ୍ଗଲରୁ ମାଟି ନେଇ ବିରାଟ ବିରାଟ ପୋଖରୀ ଖୋଲିବା ଭଳି!-->…