News
lipub
samparksetu

ଚାଷୀଙ୍କ ପାଇଁ ଲଢେଇ କରିବ ଢେଙ୍କାନାଳ କୃଷକ ଅଧିକାର ସମିତି

ଢେଙ୍କାନାଳ ଜିଲ୍ଲାରେ କୃଷି ଓ କୃଷକ ର ସ୍ବର୍ଥ୍ୟ ପାଇଁ ଜନ୍ମ ନେଇଛି ଏକ ନୂତନ କୃଷକ ସଙ୍ଗଠନ "କୃଷକ ଅଧିକାର ସମିତି" lଆଜି ପୂର୍ବାହ୍ନ ୧୧ଘଟିକା ରେ ପବିତ୍ର କପିଳାସ ପୀଠ ରେ ପୁର୍ବତନ ବିଧାୟକ ନବୀନ ନନ୍ଦ ,ବରିଷ୍ଠ କୃଷକ ନେତା ନିରଞ୍ଜନ ପତି ଓ ବରିଷ୍ଠ ସମାଜ ସେବୀ ତଥା ଙ୍କ ଯୁଗ୍ମ…

ପଛପଟୁ ଧକ୍କା ଦେଲା ବୋଲେରୋ, ଦୁଇ ଛାତ୍ରୀ ଗୁରୁତର

ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଅଧୀନସ୍ଥ ଭାଲିଆପାଟ ଛକ ନିକଟରେ ଘଟିଛି ଦୁର୍ଘଟଣା , ଲହଡା ସ୍ଥିତ ଶ୍ରୀ ଜଗନ୍ନାଥ ବିଦ୍ୟାପୀଠ ରେ ପାଠ ପଢ଼ୁଥିବା ଭାଲିଆପାଟ ଗ୍ରାମ ର ରିମା ମାଲିକ ଓ ସୈଦାମିନି ମଲିକ ପିଙ୍ଗୁଆ ହାଇସ୍କୁଲରୁ ଦଶମ ପରୀକ୍ଷା ଦେଇ ଫେରୁଥିବା ବେଳେ ପଛପଟୁ ଏକ ଅଜଣା ବୋଲେରୋ…

ସହିଦ ବାଜିରାଉତଙ୍କ ଗାଁ ଜମିକୁ ଯିବାକୁ ରାସ୍ତାନାହିଁ; ଚାନ୍ଦାକରି ବାଉଁଶ ପୋଲ ନିର୍ମାଣ କଲେ ଚାଷୀ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମହୁଲପାଳ ପଞ୍ଚାୟତ ସହିଦ ବୀର ବାଜିରାଉତଙ୍କ ଗ୍ରାମ ନୀଳକଣ୍ଠପୁର ବ୍ରାହ୍ମଣୀ ନଦୀକୂଳରେ ଜମିକୁ ଯାତାୟତ କରିବା ପାଇଁ ରାସ୍ତାନାହିଁ । ଶେଷରେ ଗ୍ରମାବାସୀ ମାନେ ଚାନ୍ଦା କରି ରଙ୍ଗମାଟିଆ ନାଳରେ ନଦୀରେ ବାଉଁଶ ପୋଲି ନିର୍ମାଣ କରିବା ସହିତ ପୂଜାର୍ଚ୍ଚନା…

ଛିଡା ହୋଇଥିବା ବସ ପଛରେ ପିଟିଲା ବାଇକ , ଢେଙ୍କାନାଳ ଜିଲ୍ଲାର ୨ମୃତ

ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ବନର ବସଷ୍ଟାଣ୍ଡରେ ଢେଙ୍କାନାଳ ରୁ ପାଲଲହଡା ଯାଉଥିବା ଦୁର୍ଗାମାଧବ ନାମକ ଏକ ଘରୋଇ ବସ ଶୁକ୍ରବାର ପୂର୍ବାହ୍ନ ୧୧ଟା ୪୫ ସମୟରେ ଯାତ୍ରୀ ଙ୍କୁ ଓହ୍ଲାଉଥିବା ବେଳେ ପଛରୁ ଏକ ବାଇକ ବସ ପଛରେ ପିଟି ହୋଇଯାଇଥିଲା । ବାଇକ ରେ ଥିବା ୨ ବାଇକ ଆରୋହୀ ଘଟଣା…

ପ୍ରିୟାର ଓଢଣୀ

ଅସ୍ତଗାମୀ ରବି ଲୋହିତ କିରଣନିମ୍ନଗାର ନୀର ଛୁଏଁସାଙ୍ଗ ସାଥୀ ମେଳେ ପ୍ରିୟା ମୋର ନିତିସଞ୍ଜୁଆ ଆସରେ ଯାଏ | ନାଚି,ଗାଇ,ଖେଳି,ଓଦା ବାଲି ତୋଳିନିତି ଗଢ଼େ ବାଲି ଘରକଳ୍ପନାରେ ମଜ୍ଜି ବୟସ ବରଜିକ୍ଷଣେ ହୁଏ ସ୍ୱପ୍ନାତୁର | ନଦୀ ଆର ପଟୁ ଦୁଷ୍ଟ ମଳୟଟାପାଣି ଛୁଇଁ ଛୁଇଁ ଆସେମୋ ପ୍ରିୟା…

ଭୁବନ ସମନୟ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡ଼ି କର୍ମୀ ଙ୍କ ଧାରଣ

ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରସ୍ ଆସୋସିଏସନ୍ ଡାକରାରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସମନୟ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡ଼ି କର୍ମୀ ମାନେ ଆଠ ଦଫା ଦାବି ନେଇ ଧାରଣା ଦେଇଥିଲେ । …

ମୁରୁଗା ଦମ୍ପତି ବିଷ ପିଇବା ଘଟଣା ରେ ନୂଆ ମୋଡ଼ !

ପ୍ରଥମାଷ୍ଟମିରେ କୀଟନାଷକ ପିଇ ସ୍ବାମୀସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ରେ ନୂଆ ମୋଡ଼ ନେଇଛି । ମାନସୀ ଙ୍କ ଶାଶୁ ଖୁଲଣା ନାଏକ ତାଙ୍କ ବୋହୁ ସହ ପ୍ରେମ କରିବା ଓ ତତ ସଂପର୍କିତ ଅଶ୍ଳୀଳ ଭିଡିଓ ଭାଇରାଲ ଧମକ ଦେବା ନେଇ ଭୁବନ ଥାନାରେ ଜନୈକ ଵ୍ୟକ୍ତି ଙ୍କ ବିରୋଧରେ ଲିଖିତ ଅଭିଯୋଗ…

ପ୍ରାକୃତିକ ବିପର୍ଯ୍ୟୟ ତାଲିମ୍ ଶିବିର ଉଦଯାପିତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ କାଶିପୁର ପଞ୍ଚାୟତର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଦୀର୍ଘ ସାତଦିନ ଧରି ପ୍ରାକୃତିକ ବିପର୍ଯ୍ୟୟ ତାଲିମ୍ ଶିବିର ଚାଲିଥିବା ବେଳେ ତାହା ଉଦଯାପିତ ହୋଇଯାଇଛି। ଏହି ଉଦଯାପନ ଦିବସରେ ମୂଖ୍ୟ ଅତିଥି ଭାବେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରିନାରାଣୀ…

ଶଯ୍ୟାଶାୟୀ ଟିଟୁନୁ ,ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ ପଞ୍ଚାୟତ ର ଟିଟୁନୁ ନାଏକ ଏବେ ଅର୍ଥ ଅଭାବରୁ ଶଯ୍ୟାଶାୟୀ। ଆଜକୁ ପ୍ରାୟ ୨୦ ଦିନ ହେବ ହଟାତ ଦେହ ଅସୁସ୍ଥ ହୋଇପଡ଼ିଥିଲା। ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ନିଜ ପରିବାରକୁ କହିଥିଲେ । ପରିବାରଙ୍କୁ ପେଟର ଯନ୍ତ୍ରଣା ହେବା କଥା କହିବା ପରେ…

ଅବହେଳିତ କୁସୁପଦା ଗ୍ରାମ ; ଗମନାଗମନ,ପାନୀୟଜଳ ଓ ସ୍ୱାସ୍ଥ୍ୟସେବା ଅପହଞ୍ଚ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ କୁସୁପଦା ଗ୍ରାମ ଅନ୍ଧାରୀ ମୂଲକ ଭାବରେ ରହିଛି ,ସ୍ୱାଧିନତାର ୭୬ ବର୍ଷ ପରେ ମଧ୍ୟ ବିକାଶର ଛାଇ ପଡିନାହିଁ । ଏବେ ମଧ୍ୟ ଗ୍ରାମକୁ ଯାତାୟତ ପାଇଁ ଭଲ ରାସ୍ତାଟିଏ ନଥିବା ବେଳେ ସ୍ୱାସ୍ଥ୍ୟ ସେବା ଏବଂ ପାନୀୟ ଜଳ ଗ୍ରାମବାସୀଙ୍କ ପାଇଁ…
error: Content is protected !!