ଆରୋଗ୍ୟମ୍ ଯୋଗ ଓ ୱେଲଫେୟାର ଆସୋସିଏସନ୍ ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ
ନଭେମ୍ବର ୧୮ତାରିଖ ଶୁକ୍ରବାର ଦିନ ଢେଙ୍କାନାଳ ସହର ଗଣେଶ ବଜାର ସ୍ଥିତ ଟାଉନ ହଲ୍ ରେ ଆରୋଗ୍ୟମ୍ ଯୋଗ ଓ ୱେଲଫେୟାର ଆସୋସିଏସନ୍ ତାର ଅନୁଷ୍ଠାନ ର ଶୁଭ ଉଦଘାଟନ ଆରମ୍ଭ କରିଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ର ଅତିରିକ୍ତ ଜିଲ୍ଲାପାଳ ଓ ସମ୍ମାନିତ ଅତିଥି!-->…