ଡିପ୍ଲୋମା ଇଂଜିନିୟରିଂ ଆସୋସିଏସନର ବୈଠକ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜିରିଡାମାଳି ଠାରେ ଡିପ୍ଲୋମା ଇଂଜିନିୟରିଂ ଆସୋସିଏସନର ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଏହି ବୈଠକ ରେ କାମାକ୍ଷାନଗର ଉପଖଣ୍ଡର ସମସ୍ତ ଡିପ୍ଲୋମା ଇଞ୍ଜିନିୟର ମାନେ ଯୋଗଦେଇଥଲେ ।
ପ୍ରଥମେ ସଂଘର ଆଭିମୁଖ୍ୟ ବିଷୟରେ ଆଲୋଚନା କରାଯାଇଥିଲା ।!-->!-->!-->…