ତୁମ ଅପେକ୍ଷାରେ
ଆସିବାର ଅଛି ଯଦି ସମୟରେ ଆସବିଳମ୍ବ କରିବ ନାହିଁ,ଗୁଧୂଳି ବେଳାରେ ସଞ୍ଜ ନଇଁଗଲେଦେଖି ମୁଁ ପାରିବି ନାହିଁ।
କଥା ଦେଇଥିଲ ମଥା ମୋର ଛୁଇଁସଅଳ ଆସିବ ଆଜି,ଦୁହେଁ ମିଶି ଆମେ କରିବା ଆଳାପପାଗଳ ପ୍ରେମୀକ ସାଜି।
ଶୀତଳ ସମୀର ଶରୀରକୁ ମୋରଛୁଉଁଥାଏ ଯେତେଥର,ତୁମ କଥା ଭାବି ମନ ମୋର ହୁଏବିଚଳିତ!-->!-->!-->!-->!-->…