ଯୋଗ୍ୟତା ଅନୁସାରେ ଦରମା ସଂଶୋଧନ ଦାବି
ଢେଙ୍କାନାଳ ଜିଲ୍ଲା ଓଡ଼ିଶା ଅମଲା ସଙ୍ଘ ଶାଖା ତରଫରୁ ରାଜ୍ୟ ସଙ୍ଘର ଆହ୍ୱାନରେ ଯୋଗ୍ୟତା ଅନୁସାରେ ଦରମା ସଂଶୋଧନ ଦାବିରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଅ।ରେ ମୁଖ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ଅରୁଣ କୁମାର ବଳିଆରସିଂହଙ୍କ ନେତୃତରେ ଅନୁଷ୍ଠିତ!-->…