ଧନ୍ୟ ହେ ମଣିଷ, ଧନ୍ୟ ତୋର ମନ
ଗତ କାଲି ରାତି ଥାଉ ଥାଉ,ପାହାନ୍ତି ପହରେ,ସରୋବର ଆଉ ନଦୀ କୂଳେ,ଜମିଥିଲା ଭିଡ ଖାଲି,ପୂଣ୍ୟ ଅରଜିବା ପାଇଁ,କଦଳୀ ପାଟୁକା ଓ ଶୋଲ ନିର୍ମିତ,ରଙ୍ଗ ବେରଙ୍ଗର, ଡଙ୍ଗା ସବୁ ମାଳମାଳ,ଧର୍ମ ମାସେ ସଭିଏଁ ବ୍ୟାକୁଳ,କର୍ଣ୍ଣେ ଗୁଞ୍ଜରିତ କୀର୍ତ୍ତନର ସ୍ୱର,ଆଉ ତା ସାଙ୍ଗକୁ ଖୋଳ କରତାଳ।
ମସ୍ତକରେ!-->!-->!-->…