ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଜରଡl ପଞ୍ଚାୟତ ଅନ୍ତର୍ଗତ ଠେଙ୍ଗା ଗ୍ରାମରେ ଆଜି ସକାଳେ ଜଣେ ଅବିବାହିତl ଯୁବତୀ ନିଜ ବାଡ଼ି କୂଅରେ ପଡି ମୃତ୍ୟୁ ବରଣ କରିଥିବା ଜଣା ଯାଇଛି। ଖବର ନେବାରେ ଜଣl ଯାଏ ଯେ ,ଗ୍ରାମର ବାଲିଆ ବିଶ୍ୱାଳ ଙ୍କ ଅବିବାହିତl ଝିଅ ରିତା ବିଶ୍ୱାଳ!-->…