News
lipub
samparksetu

କଲେକ୍ସନ ଏଜେଣ୍ଟ କୁ ଭୁଜାଲିରେ ହାଣି ଲୁଟ

ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟା ବଜାର ଶେଷ ମୁଣ୍ଡ ରେ ଆଜି ଦିବା ଏଗାର ଘଟିକା ସମୟରେ ଜଣେ କଲେକ୍ସନ ଏଜେଣ୍ଟ କୁ ଭୁଜାଲି ରେ ହାଣି ତାଙ୍କ ପାଖରୁ ଦଶ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ଛଡ଼ାଇ ନେବାରେ ସକ୍ଷମ ହୋଇଛନ୍ତି ଲୁଟେରା l  ସୂଚନା ଅନୁଯାୟୀ ,ଅନୁଗୋଳ ର ମା' ଦୁର୍ଗା ଫାର୍ମା କମ୍ପାନୀ ର

ଢେଙ୍କାନାଳ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଚିକିତ୍ସାଳରେ ଅବହେଳା:ଶିଶୁ ମୃତ୍ୟୁକୁ ନେଇ ଅଭିଯୋଗ କଲେ ପରିବାର

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତରଙ୍କ ଅବହେଳା ଯୋଗୁ ଜନ୍ମ ପୂର୍ବରୁ ଜଣେ ଶିଶୁ ମୃତ୍ୟ ବରଣ କରିବାକୁ ନେଇ ପରିବାର ବର୍ଗ ସିଡିଏମଓଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତୀ

ମା’ ଆସୁଛନ୍ତି ,ଦୁଲୁକିବ ଢେଙ୍କାନାଳ

ପୁରୁଣା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାୟଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଢେଙ୍କାନାଳ ସହରରେ ଗଜଲକ୍ଷ୍ମୀ ପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜଲକ୍ଷ୍ମୀ ପୂଜା ଆସନ୍ତା ମାସ ୧୬ ତାରିଖରୁ ଆରମ୍ଭ ହେବ ଏବଂ ୨୭ ତାରିଖ ଦିନ

ବନମାଳୀ ପ୍ରସାଦ ଅଞ୍ଚଳରେ ମହିଳାଙ୍କୁ ମାରଣାତ୍ମକ ଆକ୍ରମଣ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବନମାଳୀ ପ୍ରସାଦରେ ରହୁଥିବା ଜଣେ ମହିଳା ସଂଘବଦ୍ଧଭାବେ ଆକ୍ରମଣର ଶିକାର ହୋଇଥିବାର ଜଣାଯାଇଛି । ମହିଳାଙ୍କ ମୁହଁ ଓ ଶରୀରରେ ମାଡର ହୋଇଥିବା ବେଳେ, ପିସିଆର ପହଞ୍ଚି ତାଙ୍କୁ ଉଦ୍ଧାର କରିଛି । ତେବେ ଆକ୍ରମଣର ଶିକାର ହୋଇଥିବା ମହିଳା ସନ୍ଧ୍ୟାରାଣୀ ବିଶ୍ୱାଳ

ଫେରାର ବେପାରୁଆ ଗାଡ଼ି ଚାଳକଙ୍କ ଶେଷ ଠିକଣା, ଢେଙ୍କାନାଳ !

ପ୍ରଧାନମନ୍ତ୍ରୀଙ୍କ ଥିଲା ଦିନିକିଆ ଓଡ଼ିଶା ଗସ୍ତ । ସୁରକ୍ଷା ବଳୟ ଭିତରେ ଥାଏ ସ୍ମାର୍ଟସିଟି ଭୁବନେଶ୍ୱର । ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଥିଲେ ୮୧ ପ୍ଲାଟୁନ୍ ଫୋର୍ସ, ୧୧ ଡିସିପି ପଦାଧିକାରୀ ଅଫିସର, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦

ସଡ଼କ ଦୁର୍ଘଟଣାରେ ମା ଆଗରେ ଆଖି ବୁଜିଲେ ଦୁଇ ଝିଅ

ଟ୍ରକ ଦୁର୍ଘଟଣାରେ ଦୁଇ ଭଉଣୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମା ଗୁରୁତର ଆହତ ହୋଇଛନ୍ତି ।ଖବରରୁ ପ୍ରକାଶ ଯେ , ଆଜି ସନ୍ଧ୍ୟା ୬ଘଣ୍ଟା ସମୟରେ ହିନ୍ଦୋଳ ବ୍ଲକ ରାସୋଳ ଥାନାଅନ୍ତର୍ଗତ ଗଣ୍ଡନାଳି ପଂଚାୟତର ଚନ୍ଦନ ଖଟୁଆଙ୍କ ସ୍ତ୍ରୀ ନମିତା ଖଟୁଆ ନିଜ ଦୁଇଝିଅ ଚିନ୍ମୟୀ

ଢେଙ୍କାନାଳ ଜିଲ୍ଲାସ୍ତରୀୟ ଆନ୍ତଃସ୍କୁଲ କ୍ରୀଡ଼ା ପ୍ରତିଯୋଗିତା

କବାଡ଼ି ଅଣ୍ଡର-୧୭ ପୁରୁଷରେ ଓଡ଼ାପଡ଼ା ବ୍ଲକ ଓ ଅଣ୍ଡର-୧୪ ପୁରୁଷରେ ସଦର ବ୍ଲକ ବିଜୟୀ ସିଦ୍ଧେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ରାଇନୃସିଂହପୁର ଠାରେ ଗତ ୧୮ ସେପ୍ଟେମ୍ବର ଠାରୁ ଜିଲ୍ଲାସ୍ତରୀୟ ଆନ୍ତଃସ୍କୁଲ ଚାମ୍ପିୟନଶିପ ୨୦୨୪-୨୫ ଆୟୋଜନ ହେଉଛି । ଏହି ଚାମ୍ପିୟନଶିପ ରେ ଉଭୟ ପୁରୁଷ ଓ

ବିସିସିଆଇ ଘରୋଇ ସିନିୟର ମହିଳା ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ୧୬ ଜଣିଆ ଓଡିଶା ଦଳ ଘୋଷଣା

ବିସିସିଆଇ ଘରୋଇ ସିନିୟର ମହିଳା ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ୧୬ ଜଣିଆ ଓଡିଶା ଦଳ ଘୋଷଣା ହୋଇଛି ।ବଲାଙ୍ଗିର ର ମାଧୁରୀ ମେହେଟା ଅଧିନାୟିକା ଓ ଢେଙ୍କାନାଳ ର ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ଙ୍କୁ ଉପଅଧିନାୟିକା ଭାବରେ ଦାୟିତ୍ୱ ମିଳିଛି । ଢେଙ୍କାନାଳ ର ସୁଶ୍ରୀ

କଟୁରୀ ହାଣି ବାପ ପୁଅ ଗିରଫ

ଭୁବନ ଥାନା ଅନ୍ତର୍ଗତ ବିଜ୍ଞାପିତ ଅଂଚଳ ପରିଷଦର ତେଲି ସାହିର ଜିତେନ୍ଦ୍ର ପୃଷ୍ଟି ନାମକ ଯୁବକ ତାଙ୍କ ପଡୋଶୀ ରଞ୍ଜନ କୁମାର୍ ପୃଷ୍ଟିଙ୍କୁ ଏକ କଟୁରୀ ଦ୍ଵାରା ଆକ୍ରମଣ କରିଥିଲେ। ରଜନଙ୍କ ଏତଲା କ୍ରମେ ଭୁବନ ପୋଲିସ ଏକ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ସଂପର୍କରେ ତଦନ୍ତ କରିଥିଲେ ।

ସ୍କୁଲରୁ ଚୋରିକୁ ନେଇ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦେଖାଯାଇଛି ଏକ ଅଭାବନୀୟ ଘଟଣା । ସ୍କୁଲରୁ ବାରମ୍ବାର ଚୋରି ହେଉଥିବା ଘଟଣାକୁ ନେଇ କୋମଳମତି ଛାତ୍ରଛାତ୍ରୀ ମାନେ ନ୍ୟାୟପାଇଁ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି। ଖବରରୁ ପ୍ରକାଶ ଯେ , ହିନ୍ଦୋଳ ଉପଖଣ୍ଡ ରାସୋଳ ସର୍କଲ ନାଉକିଆରୀ ପ୍ରାଥମିକ
error: Content is protected !!