ଆଇନଜିବୀଙ୍କୁ ମାଡ ପ୍ରତିବାଦରେ କାମାକ୍ଷାନଗର ବନ୍ଦ ଡାକରା ଦେଲା ଓକିଲ ସଂଘ
ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ରେ ଦିନ କୁ ଦିନ ଅଶାନ୍ତ ବଢିବାରେ ଲାଗିଛି। ଚୋରି, ଡକାୟତି, ମାଡ଼ପିଟ୍,ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ସବୁ ଜାଣି ମଧ୍ୟ ପୋଲିସ ଚୁପ୍। ଗତ ମାସ ୨୮ ତାରିଖ ରେ ଆଡଭୋକେଟ ଶଶଧର ମହାନ୍ତି (୫୬)ଓ ଭୁବନ ଓକିଲ ସଂଘ ର ସମ୍ପାଦକ ପ୍ରହ୍ଲାଦ ସାହୁ!-->…