ଆମର ଙ୍କ ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ ।
ପରିବାର ରେ ଖୁସି ସାଉଁଟିବା ବେଳକୁ ଭାଗ୍ୟରେ ଏତେ ସବୁ କଷ୍ଟ ସହିବାକୁ ପଡିବ ବୋଲି ବିଧବା ବୃଦ୍ଧା ମା କେବେ କଳ୍ପନା କରିନଥିଲେ । କାହାକୁ କିଛି ନକହି ମୁହଁରେ ଲୁଗା ଦେଇ କାନ୍ଦିବା ଛଡା କିଛି ନାହିଁ ବୃଦ୍ଧା ମାଆ ଙ୍କର, କିଏ ଦେଖିବ ତାଙ୍କ ଲୁହ, କିଏ ବୁଝିବ ତାଙ୍କ କଷ୍ଟ ! ଯେଉଁ ପୁଅକୁ!-->…