ନାଁ ତାର ଥିଲା ” ବାଜିଆ “
ସ୍ୱାଧିନତା ସଂଗ୍ରାମ ୮୧ ବର୍ଷ (୧୮୫୭-୧୯୩୬) ର ଇତିହାସ ହେଉଛି ଲହୁଲୁହର ଇତିହାସ , ଦରିଆ ପାରିର ବଳୀ, ଆଜୀବନ ବନ୍ଦୀ , ଫାସିଖୁଂଟ , କଳାପାଣି ,ଏବଂ ବୁଲେଟର ହୋଲି ଖେଳରେ ଶହୀଦ୍ ହେଲେ ଅଗଣିତ ମୁକ୍ତି ସଂଗ୍ରାମୀ ଯୋଦ୍ଧା । ସେମାନଙ୍କର ସ୍ୱପ୍ନଥିଲା “ସ୍ୱାଧିନତା ଭାରତ” । ସେହି ପରାଧିନ!-->…