ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଡୋଲିଆ ଗୋବରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅନନ୍ତ କିଶୋର ପ୍ରଧାନ ଙ୍କୁ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ପୁରାତନ ଛାତ୍ର ଓ ଗ୍ରାମବାସୀ ବୃନ୍ଦ।
ଏଥିରେ ମୁଖ୍ୟ ଅତିଥି ଭାବେ ବାମ ଗ୍ରାମ ପଂଚାୟତ ର ସରପଞ୍ଚ!-->!-->!-->…