ମାଆ ଆସୁଛନ୍ତି ସରଗୁ ଓହ୍ଲାଇ
ବରଷାର ଅନ୍ତେ ଆସିଛି ଶରତଚପଳା ପ୍ରକୃତି ସାଥେଚାମର ହଲେଇ ହସେ କାଶତଣ୍ଡୀଶୁଭ୍ର ଧବଳ ପଥେ ll
ଆସିବ ଆସିବ ପାରବଣ ଋତୁଧରା ହେବ ଚମତ୍କାରଘୁଞ୍ଚିଯିବ କ୍ଳେଶ ଭରିଯିବ ହସପ୍ରାଣେ ପ୍ରାଣେ ପୁଲକର ll
ମାଆ ଆସୁଛନ୍ତି ସରଗୁ ଓହ୍ଲାଇଦିବ୍ୟ ସାଜସଜା ନେଇଦରଶନ କରି ମାନବ ପରାଣଶାନ୍ତ ହେବ ଦୁଃଖ!-->!-->!-->!-->!-->…