ମହୁଲଖୋଳି ଗ୍ରାମରେ କ୍ଷେତ ପୋଖରୀ ଓ ବିଭିନ୍ନ ବଗିଚା ଓ କୃଷି କ୍ଷେତ୍ର ପରିଦର୍ଶନ
ଓଡ଼ିଶା ସରକାରଙ୍କ ତିନି ବିଭାଗ ର ଉଚ୍ଚ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ଖଟୁଆ ଯୁଗ୍ମ ନିର୍ଦ୍ଦେଶକ,ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା, ଶ୍ରୀଯୁକ୍ତ ଗୋକୁଳ ବେହେରା ଉପ ନିର୍ଦ୍ଦେଶକ କୃଷି , ଶ୍ରୀଯୁକ୍ତ ସୁବ୍ରତ କୁମାର ଚାନ୍ଦ ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷିଢେଙ୍କାନାଳ!-->…