News
lipub
samparksetu

ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅବସରରେ ୧୦ ରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ପଲ୍ଲିଶ୍ରୀ ମେଳା

ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଅଵସରରେ ପଲ୍ଲିଶ୍ରୀ ମେଳା ର ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆସନ୍ତା ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ମହିଷାପାଟସ୍ଥ ମେଳା ପଡ଼ିଆରେ ଆୟୋଜନ ହେବ ପଲ୍ଲିଶ୍ରୀ ମେଳା । ଏହି

ହିନ୍ଦୋଳ ରିଜିଓନାଲ କଲେଜରେ ପ୍ରବେଶ ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ତ ରିଜିଓନାଲ ଉଚ୍ଚମାଧ୍ୟମିକ ମହାବିଦ୍ୟାଳୟରେ ୨୨ ତାରିଖ ଗୁରୁବାର +୨ କଳା , ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପ୍ରଥମ ବର୍ଷ ରେ ନାମ ଲେଖାଇଥିବା ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପ୍ରଵେଶ ଉତ୍ସବ ଅନୁଷ୍ଠି ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଅଧ୍ୟାପକ

ରାଜନୈତିକ ପଶାପାଲିରେ ପଣବନ୍ଦୀ ପର୍ବତକଣି ,ଭୋଟ ନ ଦେବାରୁ କାଟି ଦେଲେ ଗ୍ରାମର ମୁଖ୍ୟ ରାସ୍ତା

ପାହାଡ଼ ପରି ଗଦା ଗଦା ସମସ୍ୟାରେ ସନ୍ତୁଳି ହେଉଛନ୍ତି ଗ୍ରାମବାସୀ। ଏପରି ସ୍ଥଳେ ଗତ ପଂଚାୟତ ନିର୍ବାଚନରେ ଭୋଟ ନଦେଇଥିବାରୁ ଗାଁକୁ ଯାଇଥିବା ମୁଖ୍ୟ ରାସ୍ତାକୁ ଜେସିବି ଲଗାଇ କାଟିଦେଇଛନ୍ତି ପରାଜିତ ପ୍ରାର୍ଥୀଙ୍କ ସମର୍ଥକ । ଗାଁ କୁ ଯୋଗାଯୋଗ ବିଛିନ୍ନ ଥିବାବେଳେ ଗତ କିଛିଦିନ ହେଲା

ମହୁଲଖୋଳି ଗ୍ରାମରେ କ୍ଷେତ ପୋଖରୀ ଓ ବିଭିନ୍ନ ବଗିଚା ଓ କୃଷି କ୍ଷେତ୍ର ପରିଦର୍ଶନ

ଓଡ଼ିଶା ସରକାରଙ୍କ ତିନି ବିଭାଗ ର ଉଚ୍ଚ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ଖଟୁଆ ଯୁଗ୍ମ ନିର୍ଦ୍ଦେଶକ,ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା, ଶ୍ରୀଯୁକ୍ତ ଗୋକୁଳ ବେହେରା ଉପ ନିର୍ଦ୍ଦେଶକ କୃଷି , ଶ୍ରୀଯୁକ୍ତ ସୁବ୍ରତ କୁମାର ଚାନ୍ଦ ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷିଢେଙ୍କାନାଳ

କ୍ଷୋଭ

ଧନ୍ୟ ତୁ ବିଧାତା ସୃଷ୍ଟି କଲୁ ତୁହି ନାରୀସତେ ତୋ ତୂଳୀରୁ ସବୁ ରଙ୍ଗସରିବା ଯାଏଁ,ଗୁଣ ସାଥେ ଯନ୍ତ୍ରଣା, କଷ୍ଟକୁ ବି ଦେଲୁଆଙ୍କି ତା ଭାଗ୍ୟେ ଖାଲି ଉଚ୍ଚଆସନ ଦେଇ ଯାହା । ହୁଏତ ତୁ ଭାବିଥିଲୁ କରିବ ସମ୍ମାନଦୁନିଆ ତା ଦୁଃଖ, କଷ୍ଟକୁଲାଘବ କରି,କିନ୍ତୁ ଦେଖେରେ ବିଧାତା ତୋ ଦାନକିପରି କଷଣ

କାମ ଦେଲାନି କୋଟି କୋଟି ଟଙ୍କାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ,ସମାସ୍ୟା ଘେରରେ ଶତାଧିକ ଜନଜାତି ପରିବାର

ଲୋକମାନଙ୍କ ସୁବିଧା ପାଇଁ ରହିଛି ସରକାର ଙ୍କ ମାଳ ମାଳ ଯୋଜନା ହେଲେ ,ଯୋଜନା କେତେବେଳେ ଲୋକଙ୍କ ପାଖରେ ପହଞ୍ଚେ ତ କେତେବେଳେ ପ୍ରକୃତ ଉଦ୍ଦେଶ୍ୟ ଠାରୁ ବହୁତ ଦୂରରେ ହେଲେ ଦେଖିବାକୁ କେହି ନାହିଁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ ଆଦିବାସୀ

ବେଆଇନ ଆଶ୍ରମ ସିଲ୍, ଗିରଫ ହେଲେ ଖଣ୍ଡିଆ ବାବା

ସିଲ୍ ହେଲା ଅନନ୍ତ ଚରଣ ଦାସ ଓରଫ ଖଣ୍ଡିଆ ବାବାଙ୍କ ଆଶ୍ରମଢ଼େଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସୁନ୍ଦରାଖୋଲ୍ ଜଙ୍ଗଲ ମଧ୍ୟରେ ଗଢ଼ି ଉଠିଥିଲା ଏହି ବେଆଇନ ଖଣ୍ଡିଆ ବାବା ଙ୍କ ଆଶ୍ରମ। ତେବେ ଜଙ୍ଗଲ ମଧ୍ୟରେ ବେଆଇନ ଆଶ୍ରମ ନିର୍ମାଣ ଓ

ବିକଳାଙ୍ଗ ପୌରୁଷ

ତୁମକୁ ଯନ୍ତ୍ରଣା ଅନୁଭବ ପାଇଁ ଡାକୁନାହିଁ,କେବଳ ବୁଲିଆସପ୍ରସବ ଗୃହର କେତୋଟିପେଟ କାଟି, ଚେତା ହରେଇପଡିରହିଥିବା 'ମା'ଙ୍କ ପାଖରୁ । ତୁମ ପୁରୁଷତ୍ୱକୁ ମୁଁ ଅବମାନନା କରୁନାହିଁକିନ୍ତୁ ମୋ ନାରୀତ୍ବର କି ଦୋଷ ?ଥରେ ସେ ବିଛଣାରେ ଶୋଇପଡନିଜକୁ ସଜଫୁଟା କଅଁଳ ମାତୃତ୍ୱ ନେଇଜାଣିବ , ଏ

୫ ବର୍ଷରେ ଲାଗିଲାଣି ୧୭ ହଜାର ୭୨୩ ହେକ୍ଟର ଜମିରେ ଚାରା,ନୂତନ ଗଛର ନାହିଁ ଚିହ୍ନବର୍ଣ୍ଣ

ଢେଙ୍କାନାଳ ଜିଲ୍ଳାରେ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୧୭ ହଜାର ୭୨୩ ହେକ୍ଟର ଜମିରେ ୧୦ଲକ୍ଷରୁ ଅଧିକ ଚାରା ରୋପଣ କରାଯାଇଥିବାର ଜଣାପଡିଛି । ଜଙ୍ଗଲ ପରିମାଣ ଠାରୁ ଅଧିକ ଜମିରେ ନୂତନ ଚାରା ରୋପଣ କରାଯାଇଥିବା ବେଳେ ଜଙ୍ଗଲରେ ଗଛର ଚିହ୍ନବର୍ଣ୍ଣ ନଥିବାର ଜଣାପଡିଛି । ଢେଙ୍କାନାଳ ବନଖଣ୍ଡରେ
error: Content is protected !!