ଋଣଭାର ନ ସହିପାରି ଆତ୍ମହତ୍ୟା କଲେ ଚାଷୀ
ଋଣ ଭାର ରେ ବୁଡ଼ି ଯାଇଥିବା ଜଣେ ଚାଷୀ କିଟନାଶକ ପିଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଘଟଣା ଟି ଘଟିଛି ଭୁବନ ଥାନା ଅନ୍ତର୍ଗତ ପଳାଶପିଠିଆଗୋଡା ଗ୍ରାମରେ।
ମୃତକ ହେଲେ ଜଗନ୍ନାଥ ମହାପାତ୍ର(୫୯) । ଜଗନ୍ନାଥ ଦୀର୍ଘ ଦିନରୁ ଅଭାବରେ ଥାଇ ଚିନ୍ତାଗ୍ରସ୍ଥ ଥିବା ବେଳେ ଋଣ ଭାରରେ ଥିଲେ ,ସେ!-->!-->!-->…