ଘରେ ପଶି ଲୁଟିନେଲେ ସୁନା ଚେନ
ଘରେ ପଶି ବେକକୁ ଧରି ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ। ଏହିଭଳି ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ଗଡଗହଁପୁର ଗ୍ରାମରେ। ଆଜି ସଂନ୍ଧ୍ୟା ୬.୪୦ ସମୟରେ ଗଡଗହଁପୁର ଗ୍ରାମର ବସନ୍ତ ବର୍ଦ୍ଧନଙ୍କ ଘରୁ କିଛି ଦୁର୍ବୃତ୍ତ ମଟରସାଇକେଲରେ ଆସି ସୁନା ଚେନ ଲୁଟି ନେଇଛନ୍ତି ।
ଚୋର ପ୍ରଥମେ!-->!-->!-->…