କୂଅରେ ପଡି ମହିଳା ମୃତ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅଞ୍ଚଳରେ ପାଣି କାଢ଼ିବା ସମୟରେ କୂଅରେ ପଡି ଜଣେ ମହିଳା ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।ସୂତ୍ରରୁ ପ୍ରକାଶ ଯେ ,ହିନ୍ଦୋଳ ବ୍ଲକ ରାସୋଳ ଥାନା ଅନ୍ତର୍ଗତ ଜରଡ଼ା ପଂଚାୟତର ଠେଙ୍ଗା ଗ୍ରାମର ଅଖିଳ ବିଶ୍ବାଳଙ୍କ ପତ୍ନୀ ଜ୍ୟୋସ୍ନାରାଣୀ ବିଶ୍ୱାଳ ନିତିଦିନ!-->…