ସଡ଼କ ଦୁର୍ଘଟଣା ନେଲା ଜୀଵନ !
ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ନାଉକିଆରୀ ଠାରେ ଆଜି ଏକ କାର ଧକ୍କା ରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଥିବାର ଜଣା ଯାଇଛି।
ଖବର ରୁ ଜଣାଯାଏ ଖଲି ବୋରେଇ ପଞ୍ଚାୟତ ଗୋବିନ୍ଦ ପୁର ଗ୍ରାମର ଲିପୁନ୍ ସାମଲ!-->!-->!-->…