କାହାକୁ କହିବି ମୁଁ
କାହାକୁ କହିବି ମୁଁ,ନା ତତେ ଭୁଲି ପାରୁଛିନା ତତେ ନିଜର କରି ପାରୁଛି,ନିଇତି ଜଳୁଛି ତୋ ସ୍ମୃତିର ନିଆଁରେତାକୁ ନା ମୁଁ ଲିଭେଇ ପାରୁଛି।
କାହିଁ ଆସିଥିଲୁ ଜୀବନେ ଯଦିତତେ ଚାଲିଯିବାର ଥିଲା,କି ଦୋଷ ବା କରିଥିଲି ମୁଁତୋ ହୃଦୟ ସାଇତି ନପାରିଲା।
କବିତା ହେଇଯାଇଛୁ ଆଜିଏଇ କାଗଜ!-->!-->!-->!-->!-->…