ସରାଙ୍ଗ ଜଟିଆ ଛକ ଠାରୁ ବ୍ରାହ୍ମଣୀ ପୋଲ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଜଟିଆ ଛକ ଠାରୁ ବ୍ରାହ୍ମଣୀ ପୋଲ ପର୍ଯ୍ୟନ୍ତ ଲୋକଙ୍କ ଦୁର୍ଦ୍ଦଶା ଭୋଗୁଥିବା ବେଳେ କୁମ୍ଭ କର୍ଣ୍ଣ ନିଦ୍ରାରେ ପ୍ରଶାସନ ,ବିଭାଗୀୟ ଅଧିକାରୀ ସୋଇଯାଇଛନ୍ତି ,ଜଟିଳ ରାସ୍ତାରେ ଲୋକଙ୍କ ଗମନାଗମନ ଦୃଷ୍ଟିରୁ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରଚାର!-->…