ଚିକିତ୍ସା ପାଇଁ ସହାୟତା ନିବେଦନ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ କୀର୍ତ୍ତନପୁର ଗ୍ରାମରେ ବାପା ମା' ଙ୍କୁ ହରାଇଥିବା ରୋଜଗାରକ୍ଷମ ବଡ଼ପୁଅ ଉପରେ ୩ ଭାଇଭଉଣୀ ଓ ଜଣେ ବୃଦ୍ଧା ଜେଜେମା ନିର୍ଭର କରନ୍ତି ।
ବାପା ଦିବାକର ସିଂହ ଓ ମା' କାମିନୀ ସିଂହଙ୍କ ମୃତ୍ୟୁ ଘଟିଥିବାବେଳେ ପୁଅ ଗୋବିନ୍ଦ ଚନ୍ଦ୍ର!-->!-->!-->…