ଭୁଶୁଡିଲା କ୍ରସରର ଵଙ୍କର ,ଅକାଳରେ ଚାଲିଗଲା ଅପରେଟରଙ୍କ ଜୀଵନ
ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଗୁଡିଆକାଟେଣି ଛକ ନିକଟରେ ଥିବା ଏକ କ୍ରସର ରେ ଜଣେ ଅପରେଟର ଙ୍କର ମୃତ୍ୟୁ ବରଣ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ , କ୍ରସର ର ଅପରେଟର ଶିବ ପ୍ରସାଦ ସ୍ବାଇଁ (୫୨)ନାମକ ବ୍ୟକ୍ତି ସବୁଦିନ ପରି ଆଜି ସକାଳ ୮ ଘଟିକା ସମୟରେ କ୍ରସରକୁ ଯାଇ!-->!-->!-->…