କାର ଦୁର୍ଘଟଣାରେ ନାବାଳିକା ସମେତ ଚାରି ଗୁରୁତର
ଢେଙ୍କାନାଳ ଭୁବନ ପୂର୍ତ୍ତ ବିଭାଗ ରାସ୍ତାର ମଣିପୁର ଠାରେ ଆଜି ସକାଳ ପ୍ରାୟ ଆଠ ଟା ବେଳେ ବାଇକ ସାଇଡ ମାରିବାରୁ କାର ଟି ଜଣେ ନାବାଳିକା କୁ ଧକ୍କା ଦେବା ସହ ଗଛ ରେ ପିଟି ହୋଇଥିଲା ।
ଏହି ଦୁର୍ଘଟଣାରେ ୯ବର୍ଷର ନାବାଳିକା ସମେତ ଚାରି ଗୁରୁତର ହୋଇ ପ୍ରଥମେ ଭୁବନ ପରେ ଢେଙ୍କାନାଳ ଓ କଟକ!-->!-->!-->…