ଚାଷୀ ମାନଙ୍କ ଗୁହାରି ଶୁଣିଲାନି ଜିଲ୍ଲା ପ୍ରଶାସନ ,କୃଷିକ୍ଷେତ୍ର ଛାଡି ରାଜ ରାସ୍ତାରେ ଚାଷୀ
ଶୁଣିଲାଣି ଅର୍ଣ୍ଣଦାତା ଙ୍କ ଗୁହାରି ଶୁଣିଲାନି ଜିଲ୍ଲା ପ୍ରଶାସନ, ବାଧ୍ୟହୋଇ ଚାଷ କାର୍ଯ୍ୟ ବନ୍ଦ କରି ରାଜରାସ୍ତାକୁ ଓହ୍ଲାଇଲେ ୩ ପଂଚାୟତର ଚାଷୀଭାଇ । ଆଜି ଷଡଙ୍ଗୀ ସମବାୟ ସମିତି ଅଧୀନ ୩ଗ୍ରାମ ପଞ୍ଚାୟତ ଯଥା ଷଡଙ୍ଗୀ ବରଦା ଓ ମଠତେନ୍ତୁଳିଆ ର ଚାଷୀମାନେ ସେମାନଂକର ଦାବି ଜିଲ୍ଲା ପ୍ରଶାସନ!-->…