ଦନ୍ତା ଆକ୍ରମଣରେ ବୃଦ୍ଧ ଗୁରୁତର ଆହତ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମରେ ବୁଧବାର ଭୋର ସମୟରେ ଜଣେ ଜନୈକ ବ୍ୟକ୍ତି ଦନ୍ତା ଆକ୍ରମଣରେ ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି ।ମହାବିରୋଡ ରେଞ୍ଜ ଅଧୀନସ୍ଥ ଡିହଡୋଳ ଫରେଷ୍ଟ ସେକ୍ସନ ଡମୋଳ ଗ୍ରାମର ବିଜୟ ନାୟକ ୬୩ବର୍ଷ ବୟସ୍କ ବ୍ୟକ୍ତି ଗାଁ ପାଖ ପଡିଆକୁ ଝାଡା ଯାଉଥିବା!-->…