News
lipub
samparksetu

ବଜ୍ରପାତ ରେ ଗୋଟିଏ ଛେଳି ସମେତ ମହିଳା ଙ୍କ ମୃତ୍ୟୁ

ବଜ୍ରପାତ ରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି l ମୃତା ମହିଳା ଜଣକ ହେଲେ କଙ୍କଡାହାଡ଼ ଥାନା କଲଦା ଗ୍ରାମର ଦୁଲଣା ଦେହୁରୀ l ସୂଚନା ଅନୁସାରେ ଦୁଲଣା ଆଜି ଦ୍ବିପ୍ରହର ସମୟରେ ନିଜ ଘର ଆଗରେ ଛେଳି ବାନ୍ଧୁଥିବା ସମୟରେ ଅକସ୍ମାତ ବଜ୍ରପାତ ହୋଇଥିଲା l ଫଳରେ ଗୋଟିଏ ଛେଳି ଘଟଣାସ୍ଥଳରେ ମୃତ୍ୟୁ

ଜମି ଜାଲିଆତି ଘଟଣାକୁ ନେଇ ଜଣେ ମହିଳା ସମେତ ପାଞ୍ଚ ଜଣକୁ ଗିରଫ କଲା ପୋଲିସ

ଢେଙ୍କାନାଳ ଟାଉନ ଥାଉନ ଥାନା ଦକ୍ଷିଣକାଳୀ ଅଞ୍ଚଳରେ ଜମି ଜାଲିଆତି ଘଟଣାରେ ପୋଲିସ ଜଣେ ମହିଳା ସମେତ ପାଞ୍ଚ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଅଛି। ଅନ୍ୟ ଦୁଇ ଅଭିଯୁକ୍ତ ଫେରାର, ଅଛନ୍ତି। ସୂଚନା ଅନୁଯାୟୀ ,ଉର୍ବଶୀ ନାୟକ ନାମକ ଜଣେ ମହିଳା ଦକ୍ଷିଣକାଳୀ ଅଞ୍ଚଳରେ ପାଞ୍ଚ ଗୁଣ୍ଠ ଜମି

ମହିମା ମହାବିଦ୍ୟାଳୟ ପରିସରରେ ଗ୍ରୀଷ୍ମ କାଳୀନ ସ୍ଵତନ୍ତ୍ର ଶିବିର ଅନୁଷ୍ଠିତ

ଯୋରନ୍ଦା ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନାର ଗ୍ରୀଷ୍ମ କାଳୀନ ସ୍ଵତନ୍ତ୍ର ଶିବିର ଗତ ତା ୦୫.୦୭.୨୦୨୨ ରୁ ଉଦଘାଟିତ ହୋଇ ଆଜି ଏକ ସ୍ଵତନ୍ତ୍ର ମାଗଣା ସ୍ୱାସ୍ଥ୍ୟ ଶିବିର (NEW INDIA), ସନ୍ଥପୁର ସୌଜନ୍ୟ ରୁ ଆୟୋଜିତ କରାଯାଇଅଛି । ଏହି ଶିବିରକୁ ସମାଜ

ଝୁଲନ୍ତା ଅବସ୍ଥାରେ ମୃତ୍ୟୁଦେହ ଉଦ୍ଧାର

ଢେ଼ଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ଏନ ଏ ସି ରୁ ଆଜି ଜଣେ ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି। ଆଜି ସକାଳ ୧୧ଘଣ୍ଟା ପାଖାପାଖି ହିନ୍ଦୋଳ ଥାନା ଅନ୍ତର୍ଗତ ହିନ୍ଦୋଳ ଏନ ଏ ସି ର ୱାର୍ଡ଼ ନଂ-୨ ସାଇମନ୍ଦିର ନିକଟରେ ଥିବା ଏକ ଆମ୍ବ ତୋଟାରେ ଜିନିକ ଯୁବକର ମୃତ୍ୟୁ ଦେହ ଝୁଲୁ

ବାଲିଗୋରଡ଼ ପଂଚାୟତରେ କଲ୍ୟାଣ ମଣ୍ଡପ ଉଦଘାଟନ

ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବାଲିଗୋରଡ଼ ପଂଚାୟତରେ ଆଜି କଲ୍ୟାଣ ମଣ୍ଡପ ଉଦଘାଟନ ହୋଇଛି ।କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଏହାକୁ ଉଦଘାଟନ କରିଥିଲେ ।ମୁଖ୍ୟ ଅତିଥି କହିଲେ ଏହା ହେବାଦ୍ୱାର ପଂଚାୟତ ର ଆୟ ବଢିବ ଆଉ ଗାଁର ଉର୍ଣ୍ଣତି ହେବ । ଏଠାରେ ଅନ୍ୟତମ ଅତିଥି

ଜିଲ୍ଲାରେ ମାଟ୍ରିକ ପାସ ହାର ୯୩.୦୫% ;ଓଁମ ପ୍ରକାଶ ଜିଲ୍ଲା ଟପ୍ପର

ଢେଙ୍କାନାଳ ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସ ହାର ୯୩.୦୫ ପ୍ରତିଶତ ରହିଥିବାର ଜଣାପଡିଛି । ମୋଟ ୧୫ ହଜାର ୮୫୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫ ହଜାର ୫୩୪ ଜଣ ପାସକରିଥିବାର ଜଣାପଡିଛି । ଢେଙ୍କାନାଳ ଜିଲ୍ଲାରେ ୯୨ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ୮୫୧ ଜଣ ଛାତ୍ରଛାତ୍ରୀ

ବାରହା ଫାସ ନେଲା ଦନ୍ତାର ଜୀଵନ ; ଅନ୍ୟପଟେ ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର

ପୁଣିଥରେ ଢେ଼ଙ୍କାନାଳ ଜିଲ୍ଲା ବନବିଭାଗ ର ଅପାରଗତା ପଦାରେ ପଡ଼ିଛି। ଢେ଼ଙ୍କାନାଳ ଜିଲ୍ଲାର ବନବିଭାଗ ର ଚରମ ଅବହେଳା ଓ ବିଫଳତା ପାଇଁ ମଣିଷ ଓ ହାତୀ ମାରିବା ଏବେ ନିତି ଦିନିଆ ଘଟଣାରେ ପରିଣତ ହୋଇଛି। ସୂଚନା ଅନୁଯାୟୀ , ଢେ଼ଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ହିନ୍ଦୋଳ

ଅଜଣା ଗାଡି ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ମୁକ୍ତାପଶି ଗାଁ ଗୋଡିବନ୍ଧ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣଙ୍କ କାମାକ୍ଷାନଗର ଥାନା ଜୟପୁରାକାଟେଣୀ ଗାଁର ଚେରୁ ଭୂତିଆ (୬୫) । ଚେରୁ କାର୍ଯ୍ୟ ସାରି ନିଜ ସାଇକେଲ ଯୋଗେ ଘରକୁ

ପାରୋଲରେ ଆସିଥିବା କଏଦୀଙ୍କୁ ସଂଘବଦ୍ଧ ଭାବେ ଗୁଳିକାଣ୍ଡ

ପାରୋଲରେ ଆସିଥିବା ଜଣେ କଏଦୀ ସଂଘବଦ୍ଧ ଭାବେ ୩ ରାଉଣ୍ଡ ଗୁଳିକାଣ୍ଡ କରାଯାଇଛି । ଏଭଳି ଲୋମ ଟାଙ୍ଗୁରା ଗୁଳିକାଣ୍ଡ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାମ ପଂଚାୟତ ଅନ୍ତର୍ଗତ ଚାଉଳିଆଝରଣ ଗାଁରେ । ଗୁରୁତର କଏଦୀ ଜଣଙ୍କ ବାମ ପଞ୍ଚାୟତ ଅନ୍ତର୍ଗତ ବାଉଁଶମୁଣ୍ଡା ଗାଁର

ସ୍ବାମୀ ଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ସ୍ତ୍ରୀ

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ଗଣ୍ଡାନାଳୀ ଗ୍ରାମର ସରୋଜିନୀ ନାଏକ ତାଙ୍କ ସ୍ୱାମୀ ପ୍ରଶାନ୍ତ ନାଏକ ଙ୍କ ନାମରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ସୂଚନା ମୁତାବକ ରାସୋଳ ଥାନା ଅନ୍ତର୍ଗତ ଗଣ୍ଡାନାଳୀ ଗ୍ରାମର ସରୋଜିନୀ ନାଏକ ଏବଂ ତାଙ୍କ ସ୍ୱାମୀ ପ୍ରଶାନ୍ତ
error: Content is protected !!